LIFESTYLE

ଆପଣଙ୍କୁ ଜଣାଇବୁ ଟୁଥପେଷ୍ଟର କିଛି ଏଭଳି ବ୍ୟବହାର ସଂପର୍କରେ ,ଯାହା ଆପଣଙ୍କ କାମରେ ନିଶ୍ଟୟ ଆସିବ !

ସାଧାରଣତଃ ଟୁଥପେଷ୍ଟକୁ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରାଯାଇଥାଏ। କିନ୍ତୁ ଟୁଥପେଷ୍ଟକୁ ଅନ୍ୟ ଉପାଯରେ ମଧ୍ୟ ବ୍ୟବହାର କରିପାରିବେ। ଏହାର ଅନେକ ଉପକାରିତା ରହିଛି। ଟୁଥପେଷ୍ଟର କିଛି ଏଭଳି ବ୍ୟବହାର ସଂପର୍କରେ ଜାଣନ୍ତୁ ଯାହା ଆପଣଙ୍କ କାମରେ ନିଶ୍ଟୟ ଆସିବ।

ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ମାଚିସ କାଠି ଅଧିକାଂଶ ସମୟରେ ଗୋଟିଏ କାରଣରୁ ଜଳି ନଥାଏ । ଯଦି ତାହା ଓଦା ଥାଏ । ତେବେ ଏହିସମୟରେ ଆପଣ ମାଚିସ କାଠିର ବାରୁଦ ଥିବା ଅଂଶକୁ ଟୁଥପେଷ୍ଟଦ୍ୱାରା ସଂପୂର୍ଣ୍ଣ ରୂପେ ଆସ୍ତରଣ କରି ଦିଅନ୍ତୁ । ପୁଣି ତାକୁ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏକ ଶୁଖିଲା କପଡାରେ ତାକୁ ପୋଛି ଜଳାନ୍ତୁ ଦେଖିବେ ତାହା ନିଶ୍ଚୟ ଜଳିବ।
  • ଯଦି ଆପଣ ଆପଣଙ୍କ ଜୋତା କିମ୍ବା ସୁଜକୁ ଟୁଥପେଷ୍ଟ ଦ୍ୱାରା ସଫା କରନ୍ତି ତେବେ ସେଥିରେ ଯେତେ କଠିନ ଦାଗ ଲାଗିଥିଲେ ମଧ୍ୟ ତାହା ହଟି ଯାଇଥାଏ।
  • ଯଦି ଆପଣଙ୍କ ମୋବାଇଲ ସ୍କିନରେ କୌଣସି ପ୍ରକାରର ଦାଗ ଲାଗି ଯାଇଛି ଆଉ ଯେତେ ଯାହା କଲେ ମଧ୍ୟ ତାହା ଲିଭିବାକୁ ନାରାଜ ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ନା ସେହି ସ୍ଥାନରେ କିଛି ମାତ୍ରାରେ ଟୁଥପେଷ୍ଟ ଲଗାଇ ଦିଅନ୍ତୁ। ଏବଂ ତାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ତେବେ ଶୁଖିଯିବା ପରେ ତାକୁ ଏକ ସଫା କପଡାରେ ପୋଛି ଦିଅନ୍ତୁ । ଏଥର ଦେଖିବେ ଆପଣଙ୍କ ମୋବାଇଲ ପୁରାପୁରି ନୁଆ ଦେଖାଯାଉଥିବ।

ପଢନ୍ତୁ;

ମିଠା ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

Related posts

କୋମଳ ଓ ସୁନ୍ଦର ତ୍ଵଚା ଚାହୁଁଛନ୍ତି କି ? ତେବେ ଲଗାନ୍ତୁ ମୁଲତାନୀ ମାଟି

ENO Beuro

ସାମ୍ନା ଲୋକକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଆସନ୍ତୁ ଜାଣିବା ଘରେ ଗୋଟାଏ ତେଜପତ୍ର ଜାଳିବା ଦ୍ଵାରା କି ଉପକାର ମିଳେ

ENO Beuro

1 comment

Leave a Comment