• Home
  • LIFESTYLE
  • କଫିକୁ ବ୍ୟବହାର କରି କିପରି କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇବା? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ
LIFESTYLE

କଫିକୁ ବ୍ୟବହାର କରି କିପରି କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇବା? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

କଫି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। କିନ୍ତୁ କଣ ଆପଣ ଜାଣିଛନ୍ତି କି କଫି କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ଏବଂ ତ୍ୱଚାକୁ ସୁନ୍ଦର କରିବା ପାଇଁ ଖୁବ ଲାଭଦାୟକ।

ଆସନ୍ତୁ ଜାଣିବା କଫି ଦ୍ୱାରା ତ୍ୱଚା ଏବଂ କେଶକୁ କିଭଳି ସୁନ୍ଦର କରିପାରିବା-

  • କଫି ପାଉଡର୍ରେ ଟି-ଟ୍ରୀ-ଓଏଲ ମିଶାଇ ଚେହେରାରେ ମସାଜ କରିବା ଦ୍ୱାରା ବଢୁଥିବା ବୟସର ଲକ୍ଷଣ କମ ଦେଖାଯିବ ଓ ଚେହେରାରେ ଚମକ ଆଣିବ।
  • ଚେହେରାରେ କଫି ଦ୍ୱାରା ମସାଜ କରିବା ଦ୍ୱାରା ଚେହେରାରୁ ତେଲିଆ ଓ କଳାଦାଗ ସମସ୍ୟା ଦୂର ହୋଇଥାଏ।
  • କଫିରେ ମହଜୁକ ଥିବା ଆଣ୍ଟି-ଅକ୍ସିଡେଣ୍ଟ ତ୍ୱଚାରେ ଚମକ ଆଣିବା କାର୍ୟ୍ୟ କରିଥାଏ ।
  • କଫିରେ ପ୍ରସ୍ତୁତ କରନ୍ତୁ ଫେସମାସ୍କ। କାରଣ ଏଥିରେ ଆଂଟି ଅକ୍ସିଡାଂଟ ପ୍ରଚୁର ରହିଥାଏ,ଯାହା ସମସ୍ତ ଟକ୍ସିନକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଫେସମାସ୍କ ପ୍ରସ୍ତୁତ ପାଇଁ ୨ ଚାମଚ କଫି ଗ୍ରାଉଣ୍ଡରେ ୨ ଚାମଚ କଫି ପାଉଡର,୩ ଚାମଚ କ୍ରିମ ବା ଦହି ଏବଂ ୧ ଚାମଚ ମହୁ ମିଶାନ୍ତୁ । ଏବେ ଏହାକୁ ଚେହେରାରେ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏବେ ହାଲକା ଜଳରେ ଭିଜା ଯାଇଥିବା ଟାୱେଲରେ ମୁହଁ ପୋଛନ୍ତୁ।
  • ଏହା କେଶ ପାଇଁ ମଧ୍ୟ ଖୁବ ଉପକାରୀ। ପ୍ରଥମେ କଫିକୁ ଜଳରେ ଫୁଟାନ୍ତୁ। ଏହା ସାମାନ୍ୟ ଗରମ ହେବାପରେ ଏହାକୁ କେଶ ମୂଳରେ ଲଗାନ୍ତୁ। ଏହାପରେ ସାୱାର କ୍ୟାପ ଲଗାଇ ଅଧ ଘଂଟା ଛାଡ଼ି ଦିଅନ୍ତୁ। ଏହାପରେ ଧୀରେ ଧୀରେ ଧୁଅନ୍ତୁ।

କଫିକୁ ବ୍ୟବହାର କରି କିପରି କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇବା? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ କଫିକୁ ବ୍ୟବହାର କରି କିପରି କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇବା? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ cofee

ପଢନ୍ତୁ; ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ

Related posts

ବିସ୍କୁଟ କ୍ଷୀରି ଖାଇଛନ୍ତି କି ? ଆସନ୍ତୁ ଜାଣିବା କେମିତି ତିଆରି ହୁଏ ବିସ୍କୁଟ କ୍ଷୀରି

Krishna Kumar Manoj

ଆପଣ ଜାଣିଛନ୍ତି କି ?ମାନସିକ କାରଣ ଯୋଗୁଁ ଶରୀରରେ ହୋଇଥାଏ ଯନ୍ତ୍ରଣା

Krishna Kumar Manoj

ହଳଦୀ ଆମର କେଉଁ କାମରେ ଲାଗେ ଓ ଏହା ଆମ ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More