LIFESTYLE

ଭେସଲିନ୍ ଦ୍ଵାରା ଆପଣ ପାଇ ପାରିବେ ତ୍ଵଚା ଓ କେଶର ଚମକ, ଆସନ୍ତୁ ଜାଣିବା କିପରି ?

ଭେସଲିନ୍ ଦ୍ଵାରା ଆପଣ ପାଇ ପାରିବେ ତ୍ଵଚା ଓ କେଶର ଚମକ, ଆସନ୍ତୁ ଜାଣିବା କିପରି ?

୧/୨ ଚାମଚ ଭେସଲିନ୍ ନେଇ ସେଥିରେ ଲେମ୍ବୁ ରସ ଓ ହଳଦୀ ଗୁଣ୍ଡ ମିଶାଇ ଭଲକି ଗୋଳାଇ ଦିଅନ୍ତୁ । ଏହାକୁ ନେଇ ଆଖି ତଳ ବା ଚାରି ପାଖରେ ଭଲ ଭାବରେ ମାଲିସ କରି ଏକ ଘଣ୍ଟା ଛାଡି ଦିଅନ୍ତୁ । ଏକ ଘଣ୍ଟା ପରେ ତୁଳା ସାହର୍ଯ୍ୟରେ ପୋଛି ଦେଇ ଥଣ୍ଡା ପାଣିରେ ଧୋଇ ଦେବେ । ଏପରି ୭ ଦିନ କରିବା ପରେ ଆଖି ତଳ କଳା ଦାଗ ଦୂର ହେଇଯିବ ।

କଳା ଦାଗ ଦୂର ପାଇଁ: ୧/୨ ଚାମଚ ଭେସଲିନ୍  ସେଥିରେ କିଛି ବେଶନ ଓ ଏକ ଚାମଚ କ୍ଷୀର  ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ଚେହେରାରେ ଲଗାଇ ୨୦ ମିନଟ୍ ପରେ ଏକ କଟନରେ ପୋଛି ଥଣ୍ଡା ପାଣିରେ ଧୋଇ ହୋଇ ପଡନ୍ତୁ ।

ଆଣ୍ଟି ଏଜିଙ୍ଗି ପାଇଁ: ଏକ ଚାମଚ ଭେସଲିନ୍ ନେଇ ଡବଲ ବାଉଲ(ଗରମ ପାଣି ପାତ୍ରରେ ଭେସଲିନ୍ ଗିନା ରଖି, ଭେସଲିନକୁ ତରଳାଇବା) ଉପାୟରେ ଭେସଲିନ୍ ତରଳାଇ ଦିଅନ୍ତୁ । ପରେ ସେଥିରେ ଏକ ଚାମଚ ଘି-କୁଆଁରୀ ଜେଲ ଓ ଏକ ଚାମଚ ଗୋଲାପ ଜଳ ମିଶାଇ ଭଲକି ଗୋଳାଇ ଦିଅନ୍ତୁ । ରାତିରେ ଶୋଇଲା ବେ​‌ଳେ ଏହାକୁ ମୁହଁରେ ଲଗାଇ ଶୋଇ ପଡନ୍ତୁ ଏବଂ ସକାଳେ ଧୋଇ ଦେବେ । ଏହାକୁ ଚାହିଁଲେ ଆପଣ ଷ୍ଟୋର କରି ରଖି ପାରିବେ ।

ରୁକ୍ଷ କେଶ: ଏକ ଚାମଚ ଭେସଲିନ୍ ନେଇ ସେଥିରେ ଗୋଟିଏ ଅଣ୍ଡାର ଧଳା ଅଂଶ ଗୋଳାଇ ରଖନ୍ତୁ । ଏହାକୁ କେଶରେ ଲଗାଇ ୩୦ ମିନିଟ୍ ଛାଡି ଦିଅନ୍ତୁ । ପରେ ଆପଣଙ୍କ ମନ ପସନ୍ଦ ସାମ୍ପୋ ବ୍ୟବହାର କରି ଧୋଇ ଦିଅନ୍ତୁ ।

ଭେସଲିନ୍ ଦ୍ଵାରା ଆପଣ ପାଇ ପାରିବେ ତ୍ଵଚା ଓ କେଶର ଚମକ, ଆସନ୍ତୁ ଜାଣିବା କିପରି ? VASALIN

ପଢନ୍ତୁ;

ପ୍ରେମ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି କି ? ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଖରାଦିନେ ଗରମ ତାପମାତ୍ରାରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

Krishna Kumar Manoj

ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ

Krishna Kumar Manoj

ଗ୍ରୀଷ୍ମଦିନେ କେଉଁ ଫେସ୍ ପ୍ୟାକ୍ ଲଗାଇବା ଭଲ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More