LIFESTYLE

ତରଭୁଜ ଖାଇ ଚୋପା ଫୋପାଡି ଦେଉଛନ୍ତି କି? ଜାଣନ୍ତୁ ଏହି ଚୋପାର ଉପକାରିତା ସମ୍ପର୍କରେ

ଖରାଦିନେ ତରୁଭୁଜ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ତରଭୁଜ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥାଏ। କେବଳ ତରୁଭୁଜ ନୁହେଁ ଏହାର ଚୋପା ମଧ୍ୟ ଖୁବ୍ ଉପକାରୀ।

ଆସନ୍ତୁ ଜାଣିବା ତରୁଭୁଜ ଚୋପାର ଉପକାରିତା ସମ୍ପର୍କରେ-

  • ଭିଟାମିନ୍ ଏ, ସି, ଲାଇକୋପିନ୍ ଭରପୂର ଥିବା ତରଭୁଜ ଚୋପାକୁ ଖାଇବା ଦ୍ବାରା ତ୍ବଚା ସମ୍ପର୍କିତ ବିଭିନ୍ନ ରୋଗ ଦୂର ହୋଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି।
  • ଆଣ୍ଟିଅକ୍ସିଡାଣ୍ଟ ଭରପୂର ତରଭୁଜର ଚୋପାକୁ ସାଲାଡ ଭାବେ ଜାପାନର ପ୍ରତ୍ୟେକ ପ୍ରାନ୍ତର ଲୋକେ ଖାଇଥାନ୍ତି।
  • ତରଭୁଜ ଚୋପାକୁ ମଧ୍ୟ ଗ୍ରାଇଣ୍ଡରରେ ବାଟି ରସ ପରି ପିଇବା ଉପକାରୀ। ନିୟମିତ ଏପରି କ​‌ଲେ ଓଜନ ନିୟନ୍ତ୍ରିତ ରହିବା ସହ ତ୍ବଚାର ରଙ୍ଗ ସଫା ହୋଇଥାଏ।
  • ବୃକକ୍ ଜନିତ ରୋଗରୁ ରକ୍ଷା ପାଇବା ନିମନ୍ତେ ତରଭୁଜ ଚୋପାର ରସ ପିଇବା ଖୁବ୍ ଉପକାରୀ।
  • ଭଲ ନିଦ ପାଇଁ ତରଭୁଜ ଚୋପା ମହୌଷଧି ଭାବେ କାମ କରେ। ୧ ସପ୍ତାହ ତରଭୁଜ ଚୋପା ଖାଇବା ପରେ ଫରକ୍ ଜାଣିପାରିବେ।

ତରଭୁଜ ଖାଇ ଚୋପା ଫୋପାଡି ଦେଉଛନ୍ତି କି? ଜାଣନ୍ତୁ ଏହି ଚୋପାର ଉପକାରିତା ସମ୍ପର୍କରେ watermelon

ପଢନ୍ତୁ; ଛାତ୍ରମାନେ ସର୍ବଦା କେଉଁ ସବୁ କଥାରୁ ଦୂରେଇ ରହିବା ଉଚିତ ଜାଣନ୍ତୁ ? 

Related posts

ମହୁ ଓ ଲେମ୍ବୁ ପାଣି ପିଇବା ଦ୍ଵାରା କି କି ଲାଭ ମିଳେ ଆସନ୍ତୁ ଜାଣିବା

Krishna Kumar Manoj

ଔଷଧୀୟ ଗୁଣରେ ଭରପୂର ତେଜପତ୍ର , ଜାଣନ୍ତୁ କେଉଁ ସବୁ ରୋଗ ଦୂର କରିଥାଏ ତେଜପତ୍ର ?

Krishna Kumar Manoj

ସିଗାରେଟ ପିଇବା ଯୋଗୁଁ ଓଠ କଳା ପଡିଯାଏ,ଆସନ୍ତୁ ଜାଣିବା କିଛି ଟିପ୍ସ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More