LIFESTYLE

ତମ୍ବା ମୁଦି, ଚୁଡ଼ି କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧନ୍ତୁ ମିଳିବ ଅନେକ ଫାଇଦା!

ବିଶ୍ୱର ଏକ ପ୍ରସିଦ୍ଧ ଧାତୁ ହେଉଛି ତମ୍ବା। ଏହି ତମ୍ବା ମୁଖ୍ୟତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ପ୍ରସ୍ତୁତିରେ ବ୍ୟବହାର କରାଯାଏ। କେତେକ ସମୟରେ ଏହାକୁ କିଛି ଉଦ୍ଦିଷ୍ଟ କାର୍ଯ୍ୟରେ ବ୍ୟବହାର କରାଯାଏ। ପ୍ଲେଟ୍‌, ପାତ୍ର ଏବଂ ସାଜସଜା ଉପକରଣ ପାଇଁ ମଧ୍ୟ ଏହି ଧାତୁର ଖୁବ୍‌ ଗୁରୁତ୍ୱ। ଏହି ସବୁକୁ ଛାଡିଲା ପରେ ତମ୍ବାରେ ଆହୁରି ଅନେକ ଗୁଣ ରହିଛି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଶରୀର ସହିତ ତମ୍ବା ସଂସ୍ପର୍ଶରେ ଆସିଲେ ତ୍ୱଚାରେ ପରିବର୍ତ୍ତନ ଆସିଥାଏ। ସାଧାରଣତ ଏହି ପରିବର୍ତ୍ତନ ଆମ ଲୁଣିଆ ତ୍ୱଚା ପାଇଁ ଉତ୍ତମ ହୋଇଥାଏ। ତ୍ୱଚାରେ ଯେଉଁ ପରିବର୍ତ୍ତନ ଆସିଥାଏ ସୂର୍ଯ୍ୟ କିରଣରୁ ବଞ୍ଚିବା ପାଇଁ ତାହା ବିଶେଷ ସହାୟକ ହୋଇଥାଏ।
  • ତମ୍ବା ଶରୀର କୌଣସି ଅଙ୍ଗରେ ଲଗାଇବା ଉପକାରୀ ହୋଇଥାଏ। ତମ୍ବା ହେଉଛି ମଣିଷ ପାଇଁ ପ୍ରଥମ ଧାତୁ। ଏହି ତମ୍ବା ପିନ୍ଧିବା ଦ୍ୱାରା ମସ୍ତିଷ୍କ ଦରଜ, ଗଣ୍ଠି ବାତ, ଏବଂ ଶରୀର ପିଡ଼ା ଆଦି ରୋଗ କମ୍‌ ହୋଇଥାଏ। ଆପଣ ତମ୍ବା ଚୁଡ଼ି, ବ୍ରେସ୍‌ଲେଟ୍‌ କିମ୍ବା ମୁଦି କିଛି ବି ପିନ୍ଧିପାରନ୍ତି।
  • କେବଳ ତମ୍ବା ପିନ୍ଧିଲେ ଯେ ଭଲ ତାହା ନୁହେଁ, ଆପଣ ତମ୍ବା ପାତ୍ରରେ ପାଣି ରଖି ତମ୍ବା ଗ୍ଲାସରେ ପିଇବା ଦ୍ୱାରା ଅନେକ ଲାଭ ପାଇପାରିବେ। ଗ୍ୟାସ୍‌ ପରି ଅନେକ ପେଟଜନୀତ ରୋଗ ଦୂର କରିପାରେ ଏହି ତମ୍ବା।

ପଢନ୍ତୁ; ହଠାତ୍‌ ହୃଦ୍‌ଘାତ ଆସିଲେ ଏଥିରୁ ତୁରନ୍ତ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ!

Related posts

ପ୍ରତିଟି ସମ୍ପର୍କକୁ ସୁଦୃଢ଼ କରିଥାଏ ଆଲିଙ୍ଗନ!

ENO Beuro

କମ୍ ବୟସରୁ ବାହାରି ପଡୁଥିବା ପେଟକୁ ନେଇ ଚିନ୍ତିତ ଅଛନ୍ତି କି ?ତେବେ ଆସନ୍ତୁ ଜାଣିବା ଏହାକୁ କିପରି ନିୟନ୍ତ୍ରଣ କରିବା

ENO Beuro

ଆପଣଙ୍କ ପାର୍ଟନରଙ୍କ ଆଉ କାହା ସହ ଚାଲିଛି କି ଆଫେୟାର ଜାଣନ୍ତୁ ଏହି ସଙ୍କେତରୁ

ENO Beuro

1 comment

Leave a Comment