VASTU

ତମ୍ବା ମୁଦି ପିନ୍ଧିବା ଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

ring

ଲୋକ ନିଜ ଗ୍ରହ ଶାନ୍ତି ଓ ଦୋଷ ନିବାରଣ ପାଇଁ ବିଭିନ୍ନ ପ୍ରକାର ଧାତୁକୁ ଆଙ୍ଗୁଠିରେ ପନ୍ଧିଥାନ୍ତି । ସବୁ ଗ୍ରହ ପାଇଁ ଅଲଗା ଅଲଗା ଧାତୁ ହୋଇ ଥାଏ । ସବୁ ଗ୍ରହଙ୍କ ରାଜା ସୂର୍ଯ୍ୟ ହୋଇଥାନ୍ତି ।

ଜ୍ୟୋତିଷଶାସ୍ତ୍ରରେ ତମ୍ବାକୁ ସୂର୍ଯ୍ୟଙ୍କ ପ୍ରିୟ ଧାତୁ କୁହାଯାଇଛି। ସୂର୍ଯ୍ୟଙ୍କ ସମ୍ବନ୍ଧିତ ଯେକୌଣସି ରୋଗରୁ ରକ୍ଷା ପାଇବା ପାଇଁ ତମ୍ବାର ମୁଦି ଆଙ୍ଗୁଠୀରେ ଧାରଣ କରିବା ଉଚିତ।

ଆସନ୍ତୁ ଜାଣିବା ତମ୍ବାର ମୁଦି ଧାରଣ କଣ ଲାଭ ମିଳିଥାଏ-

ତମ୍ବା ମୁଦି ପିନ୍ଧିଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଓ ତ୍ୱଚାର ଚମକ ବଢିଥାଏ ।

ସୂର୍ଯ୍ୟଙ୍କୁ ଯଶ ଏବଂ ସମ୍ମାନର ପ୍ରତିକ ମନାଯାଇଥାଏ । ଏଥିପାଇଁ ତମ୍ବା ମୁଦିକୁ ଆଙ୍ଗୁଠିରେ ପିନ୍ଧିଲେ ବ୍ୟକ୍ତିଙ୍କୁ ସମାଜରେ ସମ୍ମାନ ଓ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ ।

ring

ତମ୍ବାର ମୁଦି ଧାରଣ କରିବା ଦ୍ୱାରା ତାହା ବାରମ୍ବାର ଆମ ଶରୀର ସଂସ୍ପର୍ଶରେ ଆସିଥାଏ। ଏହାଦ୍ୱାରା ଆମ ଶରୀରକୁ ତମ୍ବାର ଔଷଧିୟ ଗୁଣ ମିଳିଥାଏ। ଏହା ଆମ ଶରୀରରେ ରକ୍ତ ସଫା କରିବାରେ ସାହାର୍ଯ୍ୟ କରିଥାଏ।

କେବଳ ତମ୍ବା ପିନ୍ଧିଲେ ଯେ ଭଲ ତାହା ନୁହେଁ, ଆପଣ ତମ୍ବା ପାତ୍ରରେ ପାଣି ରଖି ତମ୍ବା ଗ୍ଲାସରେ ପିଇବା ଦ୍ୱାରା ଅନେକ ଲାଭ ପାଇପାରିବେ। ଗ୍ୟାସ୍‌ ପରି ଅନେକ ପେଟଜନୀତ ରୋଗ ଦୂର କରିପାରେ ଏହି ତମ୍ବା।

ଯେଉଁ ବ୍ୟକ୍ତିଙ୍କୁ ଶରୀରରେ କପର ଅଭାବ ରହିଛି ସେମାନେ ତମ୍ବା ମୁଦି କିମ୍ବା ତମ୍ବା କଡା ପିନ୍ଧିବା ଉଚିତ ।

ପଢନ୍ତୁ; ଡିସେମ୍ବରରେ ବିବାହ କରିବେ କପିଲ ଶର୍ମା

Related posts

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ଜାଣନ୍ତୁ କାରଣ କ’ଣ ?

ENO Beuro

ଘରର ସୁଖ ସମୃଦ୍ଧି ବଢିବ ପାଇଁ ମହିଳାମାନେ ଏହି କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

Leave a Comment