ଜାଣିରଖନ୍ତୁ କେଉଁ କାରଣରୁ ମହିଳାମାନେ ପାଉଁଜି ପରିଧାନ କରିବା ନିହାତି ଜରୁରୀ ଅଟେ ?

ଭାରତୀୟ ପରମ୍ପରା ଅନୁସାରେ ମହିଳାମାନଙ୍କୁ ପାଉଁଜି ପିନ୍ଧିବା ବାଧ୍ୟତାମୂଳକ ମନାଯାଏ। ପାଉଁଜି ଶୁଭ ଅଶୁଭ ପରିଣାମ ଦେବାସହ ଏହା ସ୍ୱାସ୍ଥ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହି ଗହଣା ସାଧାରଣତଃ ମହିଳା ମାନଙ୍କ ଭୂଷଣ ହୋଇଥାଏ। ସମସ୍ତ ଗହଣା ମଧ୍ୟରୁ ନାରୀ ପରମ୍ପରାରେ ପାଉଁଜୀକୁ ଏକ ଅଳଙ୍କାର ରୂପରେ ଗ୍ରହଣ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ?

ଏହି ଅଳଙ୍କାର ମଧ୍ୟ ଖୁବ୍ ମହତ୍ ଗୁଣ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ମାନ୍ୟତା ରହିଛି ଯେଉଁ ପାଉଁଜୀର ଶଦ୍ଦ ଆସୁଥାଏ ସେହି ଘରେ ଦେବାଦେବୀ ବିଶେଷ ରୂପରେ କୃପା କରିଥାନ୍ତି । ଏହି କାରଣରୁ ମହିଳାମାନେ ପାଉଁଜି ପରିଧାନ କରିବା ନିହାତି ଜରୁରୀ।
  • ପାଉଁଜୀର ରୁଣୁଝୁଣୁ ଶଦ୍ଦ ଘରେ ନକାରାତ୍ମକ ଶକ୍ତିକୁ କମ୍ କରିଥାଏ ଓ ସକାରାମ ଶକ୍ତି ବୃଦ୍ଧି ହୋଇଥାଏ । ଘରେ ପବିତ୍ରତା ସୃଷ୍ଟି ହୋଇଥାଏ ।
  • ଆୟୁର୍ବେଦରେ ବହୁ ଧାତୁକୁ ଔଷଧୀୟ ରୂପେ ଗ୍ରହଣ କରାଯାଏ । ପାଉଁଜୀ କେବଳ ଚାନ୍ଦି ଓ ରୂପାର ପିନ୍ଧିବାର ନିୟମ ରହିଛି କିନ୍ତୁ ସୁନାର ପାଉଁଜୀ ପରିଧାନ କରିବା ଫଳରେ ଧନହାନୀ ହୋଇଥାଏ । କାରଣ ସୁନା ହେଉଛି ମା ଲକ୍ଷ୍ମୀଙ୍କ ଦାନ ସ୍ୱରୂପ ଏହାକୁ ଶରୀରରେ ପରିଧାନ କରାଯାଇଥାଏ । ପାଦରେ ନୁହେଁ ।
  • ବାସ୍ତୁଶାସ୍ତ୍ର ଅନୁସାରେ ପାଉଁଜିର ଶବ୍ଦରେ ଘରେ ଥିବା ନକରାତ୍ମକ ଶକ୍ତି ଦୁରହୋଇଥାଏ।

ପଢନ୍ତୁ;

ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ : ବଳତ୍କାରର ମୂଲ୍ୟ କ’ଣ ମାତ୍ର ୬ ହଜାରେ ଟଙ୍କା ?

ମାନ୍ୟତା ରହିଛି ଯେଉଁ ପାଉଁଜୀର ଶଦ୍ଦ ଆସୁଥାଏ ସେହି ଘରେ ଦେବାଦେବୀ ବିଶେଷ ରୂପରେ କୃପା କରିଥାନ୍ତି । - 4.6

92%

ଆୟୁର୍ବେଦରେ ବହୁ ଧାତୁକୁ ଔଷଧୀୟ ରୂପେ ଗ୍ରହଣ କରାଯାଏ - 4.1

82%
4.4/5

Very Good!

ଜାଣିରଖନ୍ତୁ କେଉଁ କାରଣରୁ ମହିଳାମାନେ ପାଉଁଜି ପରିଧାନ କରିବା ନିହାତି ଜରୁରୀ ଅଟେ ?

ଭାରତୀୟ ପରମ୍ପରା ଅନୁସାରେ ମହିଳାମାନଙ୍କୁ ପାଉଁଜି ପିନ୍ଧିବା ବାଧ୍ୟତାମୂଳକ ମନାଯାଏ। ପାଉଁଜି ଶୁଭ ଅଶୁଭ ପରିଣାମ ଦେବାସହ ଏହା ସ୍ୱାସ୍ଥ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହି ଗହଣା ସାଧାରଣତଃ ମହିଳା ମାନଙ୍କ ଭୂଷଣ ହୋଇଥାଏ। ସମସ୍ତ ଗହଣା ମଧ୍ୟରୁ ନାରୀ ପରମ୍ପରାରେ ପାଉଁଜୀକୁ ଏକ ଅଳଙ୍କାର ରୂପରେ ଗ୍ରହଣ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ?

No Votes Yet

You're not rated yet