EnewsOdia.Com

କେଶ ଝଡ଼ିବାରୁ ମୁକ୍ତି ଦିଏ ଏହି ତେଲ

ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ସେଥିପାଇଁ ନାନା ଉପାୟ ଆପଣାନ୍ତି ଓ ଏଥିପାଇଁ ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି। ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କେଶ। ଆଉ କେଶର ଯତ୍ନ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ ଆଲ୍‌ମଣ୍ଡ୍‌ ତେଲ। ଏହି ତେଲକୁ ଆପଣ କେଶରେ ବ୍ୟବହାର କଲେ ୫ ପ୍ରକାରର ଫାଇଦା ପାଇବେ। ତା’ହେଲେ ଜାଣି ନିଅନ୍ତୁ, କେଶକୁ କେଉଁ ସବୁ ସମସ୍ୟାରୁ ମୁକ୍ତ ରଖେ ଆଲ୍‌ମଣ୍ଡ୍ ତେଲ।

almond୧) ଅନେକଙ୍କ କେଶ ଫାଟି ଯାଏ। ଆଲ୍‌ମଣ୍ଡ ତେଲ ଲଗାଇଲେ ସେ ସମସ୍ୟା ଦେଖାଯାଏନି।

୨)  କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେବେ ଆଲ୍‌ମଣ୍ଡ୍‌ ତେଲ ଲଗାଇଥିଲେ ଆପଣ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇପାରିବେ।

୩) ମହିଳା ହୁଅନ୍ତୁ ବା ପୁରୁଷ, ଅନେକଙ୍କ ମୁଣ୍ଡରେ ରୂପି ହୁଏ। ଆଲ୍‌ମଣ୍ଡ୍ ତେଲ ରୂପି ସମସ୍ୟା ମଧ୍ୟ ଦୂର କରେ।

୪) କେଶକୁ ସାଇନିଂ କରିବାରେ ସାହାଯ୍ୟ କରେ ଏହି ତେଲ।

୫) କେଶକୁ ‍ଘନ ରଖିବାରେ ମଧ୍ୟ ଆଲ୍‌ମଣ୍ଡ୍ ତେଲ ସାହାଯ୍ୟ କରେ।

ପଢନ୍ତୁ: ଏହିସବୁ ରଙ୍ଗ ଘରକୁ ଦେଇଥାଏ ଜବରଦସ୍ତ ଲୁକ୍‌

ସମ୍ବନ୍ଧିତ ଖବର

ମହିଳାଙ୍କ ପାଇଁ ବରଦାନ ଅଟେ କସ୍ତୁରୀମେଥି

Ratnamani Maharana

ଶୀତ ଦିନେ ଘରୋଇ ଉପାୟରେ ନିଅନ୍ତୁ ଓଠର ଯତ୍ନ

Ratnamani Maharana

ହାତରେ ଯଜ୍ଞସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ହିତକର

Ratnamani Maharana

କିପରି ପାଳିବେ ସୁରକ୍ଷିତ ଦୀପାବଳି? ଜାଣନ୍ତୁ ବାଣ ଫୁଟାଇବା ବେଳେ କି କି ସତର୍କତା ଅବଲମ୍ବନ କରିବେ

Ratnamani Maharana

ଏହିସବୁ ରଙ୍ଗ ଘରକୁ ଦେଇଥାଏ ଜବରଦସ୍ତ ଲୁକ୍‌

Ratnamani Maharana

କାଇଁଚ ମୂଳରୁ ଭଲ କରିଥାଏ ଶରୀରର ଏହି ସବୁ ରୋଗ

Ratnamani Maharana