LIFESTYLE

ଆସନ୍ତୁ ଜାଣିବା ଆଲୋବେରାର ଉପକାରିତା ବିଷୟରେ

ବଜାରରେ ନାନା ରକମର ଆଲୋବେରା କ୍ରିମ୍‌ ଉପଲବ୍ଧ। ମାତ୍ର ଆପଣ ଯଦି ନିଜେ ଏକ ଆଲୋବେରା ଗଛ ଲଗାନ୍ତି ତେବେ ସେଥିରୁ ବହୁତ ଫାଇଦା ମିଳିବ। ଆଲୋବେରା କେବଳ ମୁହଁ ପାଇଁ ନୁହେଁ, ଆହୁରି ବହୁତ ଗୁଡିଏ  କାମରେ ଲାଗେ। ତେବେ ଆସନ୍ତୁ ଜାଣିବା ଆଲୋବେରାରୁ ଆଉ କେଉଁ ପ୍ରକାର ଉପକାର ସବୁ ମିଳେ।

ଆଲୋବେରାର ଉପକାରିତା

ଆଲୋବେରା ରସ ପିଇବା ଗ୍ୟାସ୍‌ ରୋଗୀଙ୍କ ପାଇଁ ଖୁବ୍‌ ଭଲ। ମୋଟାମୋଟୀ ପେଟ ପାଇଁ ଆଲୋବେରା ରସ ଖୁବ୍‌ ଉପକାରୀ।

ଅଲୋବେରା ଶରୀରର ସ୍କ୍ରବ୍‌ ପରି କାମ କରେ। ଆଲୋବେରାର ରସ ଲଗାଇ ଗାଧୋଇବା ଦ୍ୱରା ଶରୀରର ଚମକ ବୃଦ୍ଧି ପାଇଥାଏ।

ଯଦି ରୋଷେଇ କରୁ କରୁ ସାମାନ୍ୟ ଚେଙ୍କ ଲାଗି ଯାଇଥାଏ। ତେବେ ଆଲୋବେରାରୁ ଟିକିଏ ଲାଗାଇ ଦେଲେ ଉପଶମ ମିଳେ।

ଏହି ରସ ଖୁବ୍‌ ଥଣ୍ଡା ହୋଇଥିବାରୁ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ସନ୍‌ବର୍ଣ୍ଣ ଦୂର ହୋଇଥାଏ। ବ୍ରଣ ଭଲ କରିବା ପାଇଁ ଆଲୋବେରାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।

ପାଦରେ ଆଲୋବେରା ଘସିବା ଦ୍ୱାରା ପାଦ ଶିଶୁଙ୍କ ପାଦ ପରି ନରମ ହୋଇଥାଏ। ଉଜ୍ଜ୍ୱଳ ମଧ୍ୟ ଦିଶିଥାଏ।

କୁଣ୍ଡେଇ ହେଉଥିଲେ କିମ୍ବା କୌଣସି ପୋକ କାମୁଡ଼ି ଦେଇଥିଲେ ବି ତୁରନ୍ତ ଉପଶମ ପାଇବା ପାଇଁ ଆଲୋବେରା ବ୍ୟବହାର କରି ହେବ।

ଶରୀରୁ ଷ୍ଟ୍ରେଚ ମାର୍କ ଦୂର କରିବା ପାଇଁ ବି ଆପଣ ଷ୍ଟେଚ୍‌ ମାର୍କ ଥିବା ଜାଗାରେ ଆଲୋବେରା ଲଗାଇ ପାରନ୍ତି।

ପଢନ୍ତୁ ;

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱାମୀଙ୍କ ସହ କାମ କରିବାକୁ ଅରାଜି

Related posts

ଜଣ୍ଡିସ ରୋଗ ଦୂର କରିବା ପାଇଁ କେଉଁ ଜୁସ ପିଇବା ଶରୀର ପାଇଁ ଲାଭଦାୟକ ଜାଣନ୍ତୁ ?

ENO Beuro

ଉଚ୍ଚ ରକ୍ତଚାପ ସନ୍ତୁଳିତ କରିବାକୁ ପିଅନ୍ତୁ “ଲାଉ ଜୁସ୍” ! ଆସନ୍ତୁ ଜାଣିବା ଏହି ଜୁସ୍ ପିଇବା ଦ୍ଵାରା କଣ କଣ ଲାଭ ମିଳିଥାଏ

ENO Beuro

ରାତ୍ରି ଭୋଜନ ପରେ ତୁରନ୍ତ ଶୋଇପଡୁଛନ୍ତି କି? ଜାଣିରଖନ୍ତୁ ଏମିତି କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More