LIFESTYLE

କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

ଘି’ କୁଆଁରୀ କାର୍ବୋନ୍‌ ଡାଇଅକ୍ସାଇଡ୍‌ ଏବଂ କାର୍ବୋନ୍‌ ମନୋଅକ୍ସାଇଡ୍‌ ଅବଶୋଷିତ କରିବା ସହ ଅମ୍ଳଜାନ ସ୍ତର ବୃଦ୍ଧି କରେ। ଗୋଟିଏ ଘି’ କୁଆଁରୀ ଗଛ ୯ଟି ଏୟାର ପ୍ୟୁରିଫାୟର ସହ ସମାନ ବୋଲି ମଧ୍ୟ କୁହାଯାଏ। ଆୟୁର୍ବେଦରେ ଘି’ କୁଆଁରୀକୁ ସଞ୍ଜିବନୀ ବୋଲି ମଧ୍ୟ କୁହାଯାଏ। ଏଥିରେ ଭରପୁର ମାତ୍ରାରେ ରହିଛି ଆମିନୋ ଏସିଡ୍‌ ଏବଂ ଭିଟାମିନ୍‌ ୧୨। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଘି’ କୁଆଁରୀ ତ୍ବଚାର ଦେଖାଶୁଣା କରିବା ସହ କେଶକୁ ମଧ୍ୟ ସୌନ୍ଦର୍ଯ୍ୟ ପ୍ରଦାନ କରେ। କ୍ଷତ ସ୍ଥାନକୁ ଭରିବା ସହ କ୍ୟାନ୍‌ସରୁ ମୁକ୍ତି ପାଇବା ପାଇଁ ମଧ୍ୟ ଘି’ କୁଆଁରୀ ସହାୟତା କରେ। କେବଳ ତ୍ଵଚା ପାଇଁ ନୁହେଁ ଏହା ମୋଟାପଣକୁ ମଧ୍ୟ କମ କରିଥାଏ।

ଆସନ୍ତୁ ଜାଣିବା ସେ ବିଷୟରେ-

ମୋଟାପା କମାଇବାରେ ଘି କୁଆଁରୀ ବା ଆଲୋଭେରା ରସ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଗୋଟିଏ ଲେମ୍ବୁରସ ଅଧା ଗ୍ଲାସ ଉଷୁମପାଣିରେ ୪ ଚାମୁଚ ଘି କୁଆଁରୀ ରସ ସହିତ ମିଶାଇ ଏହାକୁ ସେବନ କଲେ ଏକ ମାସ ମଧ୍ୟରେ ମୋଟାପା କମିବାକୁ ଲାଗିଥାଏ। ସେହିପରି ଗୁଗ୍ଗଳକୁ ଘି କୁଆଁରୀ ରସ ସହିତ ମିଶାଇ ଏକତ୍ର ସେବନ କଲେ ମଧ୍ୟ ବିଶେଷ ଉପକାର ମିଳିଥାଏ। ୪ ଚାମୁଚ ମେଥି ପତ୍ର ରସ, ଗୋଟିଏ ରସୁଣ କୋଲା ସହିତ ୨୦ ଗ୍ରାମ୍‌ ଘି କୁଆଁରୀ ରସ ସକାଳେ ଖାଲିପେଟରେ ସେବନ କଲେ ମେଦବହୁତଳା ହୋଇ ନ ଥାଏ। ଏହାକୁ ଏକ ମାସ ପର୍ଯ୍ୟନ୍ତ ପ୍ରତିଦିନ କଲେ ସୁଫଳ ମିଳିଥାଏ।

କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ alobera

ପଢନ୍ତୁ; ମଧୁମେହ ରୋଗରୁ ରକ୍ଷା ଦେଇଥାଏ “ଜାମୁକୋଳି” ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ଆପଣଙ୍କ ଭାବି ଜୀବନସାଥୀଙ୍କ ନାମ ‘B’ ରୁ ଆରମ୍ଭ କି ? ଜାଣନ୍ତୁ ତାଙ୍କ ସ୍ଵଭାବ କେମିତି କିପରି

ENO Beuro

ଆପଣଙ୍କ ପୋଷାକରୁ ଦୁର୍ଗନ୍ଧ ବାହାରୁଛି କି ? ତାହାଲେ ଆପଣାନ୍ତୁ ଏହି ଟିପ୍ସ

ENO Beuro

କାହିଁକି ଜଣେ ପୁରୁଷ ଜୀବନରେ ଜଣେ ମହିଳା ବନ୍ଧୁ ରହିବା ଦରକାର ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More