ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଗୋଲମରିଚ । ଏହା ଦେଖିବାକୁ କଳା ଏବଂ ଛୋଟିଆ ସିନା କିନ୍ତୁ ଶରୀର ପାଇଁ ଖୁବ୍ ହିତକର । ଯଦି ଆପଣ ନିୟମିତ ଗୋଲମରିଚ ବ୍ୟବହାର କରିବେ ତେବେ ଅନେକ ସମସ୍ୟାକୁ ଆପଣ ଦୂର କରିପାରିବେ ।
ଗୋଲମରିଚ । ଏହା ଦେଖିବାକୁ କଳା ଏବଂ ଛୋଟିଆ ସିନା କିନ୍ତୁ ଶରୀର ପାଇଁ ଖୁବ୍ ହିତକର । ଯଦି ଆପଣ ନିୟମିତ ଗୋଲମରିଚ ବ୍ୟବହାର କରିବେ ତେବେ ଅନେକ ସମସ୍ୟାକୁ ଆପଣ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଗୋଲମରିଚ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ରୋଗ ଦୂର ହେବ ।
ଉଚ୍ଚ ରକ୍ତଚାପ: ଏହି ରୋଗୀଙ୍କ ପାଇଁ ଗୋଲମରିଚ ଔଷଧ ରୂପେ କାମ କରିଥାଏ । ଏଥିରେ ଥିବା ପେପରାଇନ ଏବଂ କ୍ୟାଲସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଲମରିଚ ସେବନ କରିବା ଦ୍ୱାରା ଏହା ପୁରା ଶରୀରରେ ରକ୍ତ ପ୍ରବାହକୁ ନମ୍ର କରିଥାଏ । ସେହିପରି ହାଇପରଟେନସନ ରୋଗୀଙ୍କ ପାଇଁ ବି ଗୋଲମରିଚ ଫାଇଦା ।
ଦାନ୍ତ ବିନ୍ଧା ରୁ ଆରମ: ଦାନ୍ତ ବିନ୍ଧା ଯନ୍ତ୍ରଣାରୁ ଆରାମ ଦେଇଥାଏ ଗୋଲମରିଚ । ଏହାକୁ ସେବନ କରିବା ଦ୍ୱାରା ଦାନ୍ତ ବିନ୍ଧା ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ତତ୍ୱ, ଦାନ୍ତ ବିନ୍ଧା, ପାଟି ଘା, ଦାନ୍ତ ମୂଳ ଫୁଲିବା, ପାଟି ଦୂର୍ଗନ୍ଧ ଆଦି ଦୂର କରିଥାଏ । ସେଥିପାଇଁ ପ୍ରତିଦିନ ସକାଳୁ ଗୋଲମରିଚ, ଲୁଣ, ଲବଙ୍ଗ ତେଲ ମିଶାଇ କୁଳକୁଜା କରନ୍ତୁ । ଏହାଦ୍ୱାରା କିଛି ଦିନ ମଧ୍ୟରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।
ଡିପ୍ରେସନରୁ ମୁକ୍ତି: ସର୍ବଦା ଲୋକେ କାମ ଚାପ ଯୋଗୁଁ ଡିପ୍ରେସନ ସମସ୍ୟାରେ ପଡି ଯାଇଥାନ୍ତି । ସେଥିପାଇଁ ନିୟମିତ ସକାଳୁ ଗୋଲମରିଚ ସେବନ କରନ୍ତୁ । କାରଣ ଏହାଦ୍ୱାରା ଶରୀରରେ ସେରୋଟୋନିନ ହର୍ମୋନ ସୃଷ୍ଟି କରିଥାଏ । ଯାହା ଡ୍ରିପ୍ରେସନ ସମସ୍ୟାକୁ ଦୂର କରିଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।