Loading...

ଆସନ୍ତୁ ଜାଣିବା ଶୀତଦିନେ ଅଣ୍ଡା ସେବନର ଫାଇଦା ସମ୍ପର୍କରେ

ଆସନ୍ତୁ ଜାଣିବା ଶୀତଦିନେ ଅଣ୍ଡା ସେବନର ଫାଇଦା ସମ୍ପର୍କରେ

ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ଏହା ଆପଣମାନେ ସମସ୍ତେ ଜାଣିଥିବେ । ମାତ୍ର ଶୀତ ଦିନରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପ୍ରତି କେତେ ହିତକର ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ଏହା ଆପଣମାନେ ସମସ୍ତେ ଜାଣିଥିବେ । ମାତ୍ର ଶୀତ ଦିନରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପ୍ରତି କେତେ ହିତକର ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧) ଅଣ୍ଡାରୁ ଭିଟାମିନ୍, ଫସଫରସ୍, ସେଲେନିୟମ, କ୍ୟାଲସିୟମ, ଜିଙ୍କ ବି, ୫ବି,୧୨ବି, ଭଳି ଅନେକ ପୋଷକ ତତ୍ୱ ମିଳିଥାଏ । ସେଥିପାଇଁ ଶାରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ୨ଟି ସିଝା ଅଣ୍ଡା ଖାଇବା ଉଚିତ୍ ।

୨)ପୋଷକ ତତ୍ୱର ଏକ ଭଲ ସ୍ରୋତ । ଏଥିରେ ଏଲ୍ୱ୍ୟୁମିନ ପ୍ରୋଟିନ ପ୍ରଚୁର ପରିମାଣର ରହିଛି । ଏହା ଶରୀରରେ ପ୍ରୋଟିନ୍ ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ ।

୩) ଅଣ୍ଡାରେ ଭରପୁର ମାତ୍ରାରେ ଭିଟାମିନ୍ ଡି ରହିଛି । ଯାହାଦ୍ୱାରା ହାଡ ମଜବୁତ ହୋଇଥାଏ ।

୪) ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଶରୀର ବହୁତ ଶୀଘ୍ର ଗ୍ରୋଥ ହେଉ, ତେବେ ସେଥିପାଇଁ ଗୋଟେ ଗ୍ଲାସ ଖୀରରେ ୨ଟି କଞ୍ଚା ଅଣ୍ଡା ଭାଙ୍ଗି ଦିଅନ୍ତୁ, ଏହାପରେ ଏହାକୁ ଭଲକି ମିକ୍ସ କରି ନିୟମିତ ଏହାକୁ ସେବନ କରନ୍ତୁ । କିଛି ମାସ ଭିତରେ ଏହାର ଫରକ ଆପଣ ଜାଣି ପାରିବେ ।


 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.