ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର କିୱି ଫଳ
କିୱି, ଏକ ଖଟା-ମିଠା ସ୍ୱାଦ ସହ, ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର |କିୱି ରେ କମଳା ଠାରୁ ଦୁଇଗୁଣ ଭିଟାମିନ୍-ସି ଅଧିକ ରହିଛି ତେଣୁ ଏହାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ |
Loading...
ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ ।
ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାରର ସଂକ୍ରମଣରୁ ଦୂରରେ ରହିଥାଏ । ଆସନ୍ତୁ ଜାଣିବା ଶୀତ ଦିନେ ମାଛ ଖାଇବାର ୭ଟି ଫାଇଦା ବିଷୟରେ…
୧.ମାଛର ଚର୍ମ ଗରମ ହୋଇଥିବାରୁ ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଗରମ ରହିଥାଏ । ଏହା ଦ୍ୱାରା ଥଣ୍ଡା ହେବାର ସମସ୍ୟା ହୋଇ ନଥାଏ ।
୨.୧୦୦ଗ୍ରାମ୍ ମାଛରେ ୧୧୬କ୍ୟାଲୋରୀ ଓ ୨୦ଗ୍ରାମ ପ୍ରୋଟିନ୍ ରହିଥାଏ । ଏହା ସହ କୌଣସି ପ୍ରକାରର ମାଛରେ ଓମେଗା-୩ ଫ୍ୟାଟି ଏସିଡ଼୍ ଏବଂ ଭିଟାମିନ୍ ଡ଼ି ଭରପୂର ମାତ୍ରରେ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ ।
୩.ମାଛକୁ ସକାଳ ସମୟରେ ବା ମଧ୍ୟାହ୍ନ ସମୟରେ ଖାଇବା ଦରକାର । ଯାହାଦ୍ୱାରା ମାଛ ସହଜରେ ହଜମ ହୋଇ ପାରିଥାଏ । ମାଛର ସେବନ ଦିନରେ ଥରେ ଏବଂ ସପ୍ତାହକୁ ଦୁଇ ଥର କରିବା ଦରକାର ।
୪.ଏକ ଗବେଷଣା ଅନୁଯାୟୀ, ଯେଉଁମାନେ ସପ୍ତାହକୁ ଥରେ ମାଛ ଖାଇଥାନ୍ତି,ସେମାନଙ୍କ ପାଖରେ ସ୍ତନ କର୍କଟ ଏବଂ ପ୍ରୋଷ୍ଟେଟ୍ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।
୫.ମାଛର ସେବନ କରିବା ଦ୍ୱାରା ମସ୍ତିଷ୍କ ଚଞ୍ଚଳ ହୋଇଥାଏ । ଏହା ସହ ମାନସିକ ବିକାର ହେବା ଆଶଙ୍କା କମ ହୋଇଥାଏ । ମାଛରେ ଥିବା ପ୍ରୋଟିନ୍ ପାଇଁ ମସ୍ତିଷ୍କରେ ନୂଆ କୋଷିକା ନିର୍ମାଣ ହୋଇଥାଏ, ଯାହାଦ୍ୱାରା ସ୍ମରଣଶକ୍ତି ବଢ଼ିଥାଏ ।
୬.ଏଥିରେ କମ୍ କ୍ୟାଲୋରୀ ଥିବାରୁ ଏହା ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ହୃଦ୍ଜନିତ ସମସ୍ୟା ଦେଖାଯାଇ ନ ଥାଏ ।
୭.ମାଛରେ ଫ୍ୟାଟ୍ କମ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
କିୱି, ଏକ ଖଟା-ମିଠା ସ୍ୱାଦ ସହ, ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର |କିୱି ରେ କମଳା ଠାରୁ ଦୁଇଗୁଣ ଭିଟାମିନ୍-ସି ଅଧିକ ରହିଛି ତେଣୁ ଏହାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ |
କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ। ସୋରିଷ ଶାଗ ଖାଇବା ପାଇଁ ଲୋକମାନେ ବହୁ ପସନ୍ଦ କରିଥାନ୍ତି ।
ପ୍ରାୟତଃ ମୋଟାପଣ ଓ ଲଗାତାର ଓଜନ ବଢିବାରେ ମିଠାର ଯୋଗଦାନ ସର୍ବାଧିକ । ସୋଢା, ଜୁସ୍ ଓ ମିଠା ଚା’ ସାଧାରଣତଃ ଚିନିରେ ଭରା ।