EnewsOdia.Com

ଏହି ସବୁ ରୋଗରୁ ରକ୍ଷା କରିବ ମାଛ

ମାଛ ଶରୀର ପାଇଁ ଅନେକ ଲାଭ ଦାୟକ ହେବା ସହ ଏଥିରେ ଅନେକ ପୋଷକ ତତ୍ୱ ମଧ୍ୟ ରହିଥାଏ । ଆପଣ ନିଶ୍ଚିତ ଶୁଣିଥିବେ କି ମାଛ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ବହୁ ସମୟରେ ମଧ୍ୟ ଡାକ୍ତର ମାଛ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

୧) ମାଛ ଡାଇବେଟିଜ ରୋଗ ପାଇଁ ଲାଭ ଦାୟକ ହୋଇଥାଏ ।

୨) ମାଛରେ ପ୍ରଚୁର ପରିମାଣର ଡିଏଏଚ , ଇପିଏ, ଓମେଗା-୩ ଏବଂ ଫ୍ୟାଟି ଏସିଡ ରହିଥାଏ ଯାହାଦ୍ୱାରା ଶରୀରର ରକ୍ତ ନଳୀରେ ରହିଥିବା କୋଶ ଗୁଡିକ ଶକ୍ତ ହୋଇଥାଏ ।

୩) ନିକଟରେ ହୋଇଥିବା ଏକ ରିସର୍ଚରୁ ଜଣାପଡିଛି ଯେ ନିୟମିତ ଭାବରେ ଖାଦ୍ୟ ଶୈଳୀରେ ମାଛକୁ ଗ୍ରହଣ କରିବା ଦ୍ୱାରା ହୃଦରୋଗରୁ ମଧ୍ୟ ରକ୍ଷା ପାଇବାରେ ସହଜ ହୋଇଥାଏ ।

୪) ମାଛରେ ଅଧିକ ପରିମାଣରେ ପ୍ରୋଟିନ ରହିଥବାରୁ ଏହା ଶରୀରରେ ମେଟାବୋଲିଜିମ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ ।

୫) ମାଛ ଆମ ଶରୀରକୁ ଶକ୍ତ କରିବା ସହ ମାସଂ ପେଶୀକୁ ଶକ୍ତ କରିଥାଏ । ମାଛ ଖାଇବା ଦ୍ୱାରା ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ ।

ପଢନ୍ତୁ: ଜାଣନ୍ତୁ ଗରମ ପାଣି ପିଇବାରର କେତେକ ଫାଇଦା ସମ୍ପର୍କରେ

ସମ୍ବନ୍ଧିତ ଖବର

ଆସନ୍ତୁ ଜାଣିବା ଶୀତଦିନେ ଅଣ୍ଡା ସେବନର ଫାଇଦା ସମ୍ପର୍କରେ

Ratnamani Maharana

ପାର୍ଲର ନଯାଇ ଘରେ କରନ୍ତୁ ମାନିକିୟୋର, ପେଡିକିୟୋର୍‌

Ratnamani Maharana

ପ୍ଲାଷ୍ଟିକ କପ୍ ରେ ଚା’ ପିଉଛନ୍ତି କି? ସାବଧାନ, ଏହି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି

Ratnamani Maharana

ଆପଣଙ୍କ ଖାଦ୍ୟ ଶୈଳୀ ଆପଣଙ୍କୁ ଟାଣିଆଣି ପାରେ କ୍ୟାନସର ମୁହଁକୁ

Ratnamani Maharana

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

Ratnamani Maharana

‘ଫ୍ଲୁ’ ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ

Ratnamani Maharana