ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର କିୱି ଫଳ
କିୱି, ଏକ ଖଟା-ମିଠା ସ୍ୱାଦ ସହ, ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର |କିୱି ରେ କମଳା ଠାରୁ ଦୁଇଗୁଣ ଭିଟାମିନ୍-ସି ଅଧିକ ରହିଛି ତେଣୁ ଏହାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ |
Loading...
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ଗୁଡ ରେ ଅନେକ ଚମକ୍ରାରୀ ଗୁଣ ରହିଛି । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି୧୨, ଆଣ୍ଟିଅକ୍ସିଡେଣ୍ଟ, କ୍ୟାଲସିୟମ, ଫାଇବର ଆଦି ପ୍ରଚୁର ପରିମାଣର ରହିଛି । ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।
୧ – ଯଦି ଆପଣ ସର୍ବଦା ଆଣ୍ଠୁଗଣ୍ଠି ଦରଜ ସମସ୍ୟା ଅନୁଭବ କରୁଛନ୍ତି ତେବେ ଗୁଡ ଖାଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ । ଦରଜ ଦୂର କରିବା ପାଇଁ ବିଶେଷଜ୍ଞମାନେ ଅଦା ଖଣ୍ଡ ସହିତ ଗୁଡ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସେହିପରି ପ୍ରତ୍ୟେକ ଦିନ ଗୁଡ ସହିତ ଗୋଟେ ଗ୍ଲାସ ଖୀର ପିଇବା ଦ୍ୱାରା ବି ହାଡ ମଜବୁତ ହୋଇଥାଏ । ଏହାସହିତ ହାଡ ସମସ୍ୟା ଦୂର ହୋଇଥାଏ ।
୨– ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଗୁଡରେ ଭରପୁର ମାତ୍ରାରେ କ୍ୟାଲସିୟମ ଏବଂ ଫରଫରସ ରହିଛି । ଏହି ଦୁଇଟି ତତ୍ୱ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ।
୩– ଯେଉଁ ବ୍ୟକ୍ତିଙ୍କ ଖାଦ୍ୟ ପାଚନରେ ସମସ୍ୟା ଉପୁଜିଥାଏ ସେମାନଙ୍କ ପାଇଁ ଗୁଡ ଏବଂ ଗରମ ପାଣି ଔଷଧ ଭଳି କାମ କରିଥାଏ । ଏହାସହିତ କୋଷ୍ଠକାଠିନ୍ୟ, ଗ୍ୟାସ, ଏସିଡିଟି ଭଳି ସମସ୍ୟାରୁ ବି ଆଶ୍ୱସ୍ତି ମିଳିଥାଏ ।
୪– ସେହିପରି ଶରୀରରେ ରକ୍ତ ସଫା କରିବାର କାମ ଗୁଡ କରିଥାଏ । ଏହା ରକ୍ତରେ ଥିବା ହିମୋଗ୍ଲୋବିନ କାଉଣ୍ଟ ବଢାଇଥାଏ ଏବଂ ଇମ୍ୟୁନିଟି ବୁଷ୍ଟ କରାଇଥାଏ । ସେଥିପାଇଁ ମହିଳାମାନଙ୍କୁ ଋତୁଶ୍ରାବ ସମୟରେ ଖୀର ସହିତ ଗୁଡ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।
୫– ଅନ୍ୟପଟେ ଅସ୍ଥମାରୁ ରକ୍ଷା ପାଇବା ପାଇଁ ବି ଗୁଡ ସେବନ ଫାଇଦା ହୋଇଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
କିୱି, ଏକ ଖଟା-ମିଠା ସ୍ୱାଦ ସହ, ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର |କିୱି ରେ କମଳା ଠାରୁ ଦୁଇଗୁଣ ଭିଟାମିନ୍-ସି ଅଧିକ ରହିଛି ତେଣୁ ଏହାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ |
କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ। ସୋରିଷ ଶାଗ ଖାଇବା ପାଇଁ ଲୋକମାନେ ବହୁ ପସନ୍ଦ କରିଥାନ୍ତି ।
ପ୍ରାୟତଃ ମୋଟାପଣ ଓ ଲଗାତାର ଓଜନ ବଢିବାରେ ମିଠାର ଯୋଗଦାନ ସର୍ବାଧିକ । ସୋଢା, ଜୁସ୍ ଓ ମିଠା ଚା’ ସାଧାରଣତଃ ଚିନିରେ ଭରା ।