LIFESTYLE

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମକୁ କି ଫାଇଦା ମିଳେ ଜାଣନ୍ତୁ ?

ସମସ୍ତେ ଜାଣନ୍ତି ପାଇଁ ଆମ ଦେହ ପାଇଁ ବେଶ ଉପଯୋଗୀ । ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ହିତକାରକ । କିନ୍ତୁ ଆପଣ ଜାଣନ୍ତି କି ସକାଳେ ଶୋଇବାରୁ ଉଠିବା ମାତ୍ରେ ମୁହଁ ଧୋଇବା ପୂର୍ବରୁ ପାଣି ପିଇଲେ ବି ଫାଇଦା ମିଳିଥାଏ । ଆପଣ ଏକଥା ଶୁଣି ଭାବୁଥିବେ ଯେ, ବ୍ରସ୍ ନ କରି ପାଣି ପିଇବା କେମିତି ଶରୀର ପାଇଁ ଠିକ୍ ?

ଖାଲି ପେଟରେ ପାଣି ପିଇବା ଦ୍ଵାରା କି ଫାଇଦା ମିଳେ ଜାଣନ୍ତୁ

  • ସକାଳେ ଉଠିବା ମାତ୍ରେ ବାସି ମୁହଁରେ ପାଣି ପିଇଲେ ଆମ ଶରୀରର ହଜମ କ୍ରିୟା ଅଧିକ ମଜଭୁତ୍ ହୋଇଥାଏ ଓ ଖାଇବାର ଡ଼ିକଂପୋଜିସନ୍ ବଢ଼ିଥାଏ ।
  • ରାତିରେ ଶୋଇବା ସମୟରେ ମୁହଁରେ ଲାଳ ଥାଏ । ସକାଳୁ ଉଠି ପାଣି ପିଇଲେ ସେହି ଲାଳ ଶରୀରକୁ ଚାଲିଯାଇଥାଏ । ଏହାଫଳରେ ପେଟର ପିଛି ସମସ୍ୟା ଥିଲେ,ତାହା ଦୂର ହୋଇଥାଏ ।
  • ଯଦି ଆପଣ ପ୍ରତିଦିନ ସକାଳେ ଉଠି ଦାନ୍ତ ଘଷିବା ପୂର୍ବରୁ ମୁହଁରେ ପାଣି ପିଇବେ ,ତେବେ ପେଟ ସଫା ହୋଇଯିବ । ତା’ ଛଡ଼ା ପେଟରେ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ବି ରହିବ ନାହିଁ ।
  • ସକାଳେ ଉଷୁମ ପାଣି ପିଇଲେ ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ ।

ପଢନ୍ତୁ ;

ଆସନ୍ତୁ ଜାଣିବା କେମିତି ତିଆରି କରିବେ ମଶରୁମ ପନୀର ପଲାଉ

Related posts

ସୁସ୍ଥ ରହିବା ପାଇଁ ସ୍କିପିଂ କେତେ ଉପକାରୀ ଆସନ୍ତୁ ଜାଣିବା

ENO Beuro

ପ୍ରତିଟି ସମ୍ପର୍କକୁ ସୁଦୃଢ଼ କରିଥାଏ ଆଲିଙ୍ଗନ!

ENO Beuro

ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ ମାଆଙ୍କୁ ଧ୍ୟାନ ରଖିବା ଉଚିତ୍ ଏହି ୪ଟି କଥା

Ratnamani Moharana

2 comments

Leave a Comment