LIFESTYLE

ଜୀବନସାଥୀଙ୍କ ସହ ଝଗଡା ହେଲେ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ପ୍ରତେକ ସଂପର୍କରେ ଭଲପାଇବା ଏବଂ ବିଶ୍ୱାସ ରହିବା ଆବଶ୍ୟକ । ସମସ୍ତେ ଚାହାନ୍ତି ଯେ ତାଙ୍କ ସଂପର୍କରେ କେବେ କଳି ଝଗଡା ନ ହଉ । ମାତ୍ର ଯେତେ ଯାହା ହେଲେ ବି ପ୍ରତେକ ସଂପର୍କ ମଧ୍ୟରେ କଳି ଝଗଡା ହେବା ସ୍ୱାଭାବିକ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଯଦି ସଂପର୍କ ମଧ୍ୟରେ କଳି ଝଗଡା ହୁଏ ତେବେ ଅନେକ ଫାଇଦା ମିଳିଥାଏ । ଜୀବନସାଥୀଙ୍କ ସହ ଝଗଡା ହେଲେ କେଉଁ ସବୁ ଫାଇଦା ମିଳିଥାଏ ?

ଜାଣନ୍ତୁ କ’ଣ ରହିଛି ଫାଇଦା :-

  • ଜୀବନସାଥୀଙ୍କ ସହ ଝଗଡା ହୋଇଥିଲେ ଆପଣ ତାଙ୍କ ନାଁ ଧରି ଡାକିବା ବନ୍ଦ କରିଦେଇଥାନ୍ତି । କିନ୍ତୁ ଆପଣ ତାଙ୍କ ସହ କଥା ନ ହୋଇ ରହି ପାରନ୍ତି ନାହିଁ । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଆପଣ କେତେ ତାଙ୍କୁ ଭଲ ପାଆନ୍ତି ।
  • ଝଗଡା ପରେ ଯଦି ଆପଣ ଶାନ୍ତ ହୋଇ ଯାଉଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣ ଆପଣଙ୍କର ଭୁଲଟା ବୁଝୁଛନ୍ତି । ଏବଂ ପରେ ଏହି ଭୁଲକୁ ସୁଧାରିବାକୁ ଚେଷ୍ଟା କରିଥାନ୍ତି ।
  • ଏହି ପରିସ୍ଥିତିରେ ଯଦି ଆପଣଙ୍କ ସାଥୀ ଆଗୁଆ ଆପଣଙ୍କୁ ଭୁଲ ମାଗିଥାନ୍ତି ତାହାଲେ ସେ ଆପଣଙ୍କୁ ଅଧିକ ଭଲ ପାଉଛନ୍ତି ବୋଲି ଅନୁଭବ ହୋଇଥାଏ ।
  • ଝଗଡା ହେଲେ ଜାଣିବାକୁ ମିଳେ ଯେ ଆପଣ ତାଙ୍କୁ କେତେ ମିସ୍ କରୁଛନ୍ତି ।
  •  ଝଗଡା ପରେ ଆପଣ ଅପଣଙ୍କର ଜୀବନସାଥୀଙ୍କ ସହିତ ଅଧିକ ଘନିଷ୍ଠ ହୋଇଯାଆନ୍ତି । କାରଣ ଆପଣଙ୍କ ସାଥୀଙ୍କୁ ଜଣା ଥାଏ ଯେ ଝଗଡା ସମୟରେ ଆପଣ କେତ ଚିନ୍ତାରେ ରହୁଥିଲେ ।

ଜୀବନସାଥୀଙ୍କ ସହ ଝଗଡା ହେଲେ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ? fithing with partner 1

ପଢନ୍ତୁ ;

ସଞ୍ଜୟ ଲିଲା ଭସାଂଲୀଙ୍କ ଆଗାମୀ ସିନେମାରେ ନଜର ଆସିବେ ଏହି ଯୋଡି ।

Related posts

ଜନ୍ମତାରିଖ ଅନୁସାରେ ଜାଣନ୍ତୁ ଝିଅ ମାନଙ୍କ ଭାଗ୍ୟ ସମ୍ପର୍କରେ?

Krishna Kumar Manoj

ଆଗକୁ ଆସୁଛି ବର୍ଷାଦିନ , ଜାଣନ୍ତୁ କେମିତି କରିବେ ଡାଏଟ୍‌‍ ପ୍ଳାନ ?

Krishna Kumar Manoj

ପାଟିକୁ ସତେଜ ଅନୁଭବ ଦେଉଥିବା ଏହି ପତ୍ରର ଚମତ୍କାରୀ ଔଷଧୀୟ ଗୁଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More