LIFESTYLE

ଫଳ ଓ ପନିପରିବା ରସ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଜାଣନ୍ତୁ

ବେସ୍ତ ବହୁଳ ଜୀବନରେ ବିଶେଷ କରି ସ୍ୱାସ୍ଥ୍ୟ ଉପରେ ସତର୍କତା ଅବଲମ୍ବନ କରିବା ଉଚିତ । ସଠିକ ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ କିଛି ଉପାୟ ଅବଲମ୍ବନ କରିଥାଉ । ବିଶେଷ କରି ଫଳ ଓ ପନିପରିବା ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଯଦି ଜଣେ ବ୍ୟକ୍ତି ସପ୍ତାହକୁ ଅତିକମରେ ୨ ରୁ ୩ ଥର ଫଳରସ ନପିଅନ୍ତି ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୁଏ । ବିଭିନ୍ନ ରୋଗ ଆକ୍ରମଣ କରିଥାଏ ।

ଫଳ ଓ ପନିପରିବା ରସର ଉପକାରିତା :-

  • ସପ୍ତାହକୁ ଅତିକମରେ ୨ ଥର ଗାଜର ରସ ପିଇବା ଉଚିତ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢି ଥାଏ ଓ ତ୍ଵଚାକୁ ପୋଷଣ ଯୋଗାଇଥାଏ ।
  • ପାଣିକଖାରୁ ରସରେ ଲେମ୍ବୁ ଫାଳେ ଚିପୁଡ଼ି ପିଇଲେ ସ୍ଵାସ୍ଥ୍ୟବର୍ଦ୍ଧକ ପାନୀୟ ଭାବେ ସ୍ଵାସ୍ଥ୍ୟକୁ ଭଲ ରଖେ ।
  • କମଳା ରସରେ ଭିଟାମିନ୍ ସି ଥିବାରୁ ନିୟମିତ ପିଇବା ଦ୍ୱାରା ସ୍ଵାସ୍ଥ୍ୟ ଉତ୍ତମ ଓ ଫ୍ରେଶ ରହେ ।
  • ଟମାଟୋ ସୁପ୍ ଶରୀରକୁ ବିଭିନ୍ନ ସଙ୍କ୍ରମଣରୁ ରକ୍ଷା କରେ । ଏହା ଆମକୁ ଫ୍ରେଶ ରଖିବାରେ ସାହାଯ୍ୟ କରେ ।

ଫଳ ଓ ପନିପରିବା ରସ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଜାଣନ୍ତୁ juice

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ଘରୋଇ ଉପଚାରରେ ମୁହ୍ନରୁ ଦୂର କରନ୍ତୁ ସନ୍-ଟ୍ୟାନ୍! ଜାଣନ୍ତୁ କିଛି ସରଳ ଟିପ୍ସ

ENO Beuro

ମୋଟାପଣ ପାଇଁ ଚିନ୍ତିତ କି? ବଦଳାନ୍ତୁ ନିଜର ଜୀବନଶୈଳୀ ଏବୋଂ ଆପଣାନ୍ତୁ ଏହିସବୁ ଉପାୟ

ENO Beuro

ସକାଳୁ ଖାଲି ପେଟରେ ଖାଆନ୍ତୁ ଗୁଡ, ଦୂରହେବ ଅନେକ ଶାରୀରିକ ସମସ୍ୟା!

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More