LIFESTYLE

ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ଅଦା,ଆସନ୍ତୁ ଜାଣିବା ଏହାର ଉପକାରିତା

ଆମ ଭାରତୀୟମାନେ ଖାଇବାରେ ଅଦାର ବ୍ୟବହାର ସର୍ବାଧିକ କରୁଥିବାର ଦେଖାଯାଏ । ଏହା ବ୍ୟଞ୍ଜନର ସ୍ୱାଦ ବଢାଇବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ।ନିଦ ଆମ ଶରୀର ପାଇଁ ଜରୁରୀ।କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଯେ ଅଧିକ ସମୟ ଶୋଇବା ପରେ କେତେ ଜଣଙ୍କର ମୁଣ୍ଡବିନ୍ଧା ହୋଇଥାଏ।

ତେବେ ଏପରି ସମସ୍ୟାରୁ କେମିତି ମୁକ୍ତି ପାଇବେ ଆସନ୍ତୁ ଜାଣିବା-
  • ଅଧିକ ଶୋଇବା ଦ୍ଵାରା ହେଉଥିବା ମୁଣ୍ଡବିନ୍ଧାରୁ ରକ୍ଷା ପାଇବା ପାଇଁ ଅଦା ଖାଇପାରିବେ।ଏଥିପାଇଁ ଅଦା ରସ ବା ଅଦା ପକାଇ ଚା’ ପିଇ ପାରିବେ।ଅଦା ମସ୍ତିଷ୍କରେ ଥିବା ରକ୍ତକୋଷିକ।ରେ ଉପୁଜୁଥିବା ଯନ୍ତ୍ରଣାକୁ କମ କରିଥାଏ।ଯଦି ଆପଣଙ୍କର ଏପରି ମୁଣ୍ଡବିନ୍ଧା ହେଉଥାଏ ,ତେବେ ନେଉଥିବା କ୍ୟାଫିନର ମାତ୍ରାକୁ କମ କରିଦିଅନ୍ତୁ।କାରଣ ଅଧିକ କ୍ୟାଫିନ ଯୁକ୍ତ ପାନୀୟ ନେବା ଦ୍ଵାରା ଠିକ ଭାବେ ନିଦ ହୋଇନଥ।ଏ
  • ଓଜନ କମ୍ କରିବାକୁ ଚାହୁଁଥିଲେ କିମ୍ବା ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ନିୟମିତ ଅଦାର ପ୍ରୟୋଗ ବିଭିନ୍ନ ତରକାରିରେ କରିବା ଉପକାରୀ।
  • ଖାଲି ପେଟରେ ଅଧ ଚାମଚ ଅଦାରସ ପିଇଲେ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଏହା ପାକସ୍ଥଳୀକୁ ଶକ୍ତି ଯୋଗାଉଥିବାର ପ୍ରକାଶ।
  • ଅଦାକୁ ଶୁଖାଇ ପରେ ଏହାକୁ ଗୁଣ୍ଡ କରି ରଖନ୍ତୁ। ୧ ଗିଲାସ ଉଷୁମ ପାଣିରେ ଅଧ ଚାମଚ ଅଦା ଗୁଣ୍ଡ ମିଶାଇ ପିଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।

 

ପଢନ୍ତୁ:ନିଜ ବାୟୋପିକର ନିର୍ଦେଶନା ଭାର ନେବେ କଙ୍ଗନା

Related posts

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆସନ୍ତୁ ଜାଣିବା କଦଳୀରେ କିପରି କରିବେ ଫେସିଆଲ ପ୍ୟାକ୍

ENO Beuro

ଅତ୍ୟଧିକ ସୁଗାର ଫ୍ରୀ ବଟିକା ମଧୁମେହ ରୋଗୀଙ୍କ ପାଇଁ ହେଇପାରେ ହାନିକାରକ

ENO Beuro

ବିମାନରେ ଦୀର୍ଘ ଯାତ୍ରା ସମୟରେ ନିଅନ୍ତୁ ନାହିଁ ଏହି ୪ଟି ଜିନିଷ ? ନଚେତ ପଡ଼ିପାରନ୍ତି ଅସୁବିଧାରେ !

ENO Beuro

Leave a Comment