LIFESTYLE

ଗ୍ରୀନ ଟି ପିଇବା ଦ୍ଵାରା କି ଉପକାରିତା ମିଳେ ଆସନ୍ତୁ ଜାଣିବା

ଗ୍ରୀନ ଟି ର ଉପକାରିତା

ଚା’ ପିଇବାକୁ କାହାକୁ ବା ଭଲ ନ ଲାଗେ। ଦୈନନ୍ଦିନ ଜୀବନ ଚା’ଠାରୁ ଆରମ୍ଭ ହୁଏ ବୋଲି କହିଲେ ଭୁଲ ମଧ୍ୟ ହେବ ନାହିଁ। ଆଜିକାଲି ଏହା ଭିନ୍ନ ଭିନ୍ନ ସ୍ଵାଦରେ ଉପଲବ୍ଧ। କେବଳ ଯେ ସ୍ବାଦ ତାହା ନୁହେଁ ବରଂ ସ୍ବାସ୍ଥ୍ୟଗତ କାରଣକୁ ନେଇ ମଧ୍ୟ ଏହା ବେଶ ଉପାଦେୟ । କେହି କେହି ଅଦା ଚା’ ପିଇବାକୁ ଭଲ ପାଆନ୍ତି, ତ କେହି ମସଲା ଚା ପିଇବା କୁ ଭଲ ପାଆନ୍ତି ।ତେବେ ଆସନ୍ତୁ ଜାଣିବା ଗ୍ରୀନ ଟି ବିଷୟରେ । ଏହା ଦେହ ପାଇଁ ବହୁତ ଲାଭଦାୟକ। ଏହାକୁ ପିଇବା ଦ୍ୱାରା କି ଲାଭ ମିଳିବ ଜାଣନ୍ତୁ।

ପ୍ରତି ଦିନ ଗ୍ରୀନ ଟି ପିଇବା ଦ୍ଵାରା ଆମ କୁ ବହୁତ ଲାଭ ମିଳି ଥାଏ ଓ ଏହା ଆମ ଦେହ ପାଇଁ ବହୁତ ଉପକାରୀ । ଓଜନ କମେଇବା ରେ ସାହାଯ୍ୟ କରେ । ଗ୍ରୀନ ଟି କୁ ସକାଳେ ଓ ସନ୍ଧ୍ୟା ସମୟରେ ଆପଣ ପିଇ ପାରିବେ ।

ମହିଳାମାନଙ୍କ ପାଇଁ ଗ୍ରୀନ ଟି ବହୁତ ଉପକାରୀ । କାରଣ ଏହା ଏହା ମାସିକ ଋତୁସ୍ରାବ ସମୟରେ ହେଉଥିବା ବ୍ୟଥାରୁ ଆରାମ ଦେଇଥାଏ।

ହଜମ ପାଇଁ  ଅନ୍ତନଳୀ ସୁସ୍ଥ ରଖିବା ପାଇଁ ଏହି ଚା’ ପିଅନ୍ତୁ। ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ୍‌ ମଧ୍ୟ ହୋଇଥାଏ।

ପଢନ୍ତୁ ;

ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ସୁସ୍ଥ

Related posts

ଆସନ୍ତୁ ଜାଣିବା କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା ଭଲ ନୁହଁ କାହିଁକି

ENO Beuro

ଆପଣଙ୍କୁ ଜଣାଇବୁ ଟୁଥପେଷ୍ଟର କିଛି ଏଭଳି ବ୍ୟବହାର ସଂପର୍କରେ ,ଯାହା ଆପଣଙ୍କ କାମରେ ନିଶ୍ଟୟ ଆସିବ !

ENO Beuro

ନନ୍‌ଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ସାବଧାନ ! ଜାଣନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More