LIFESTYLE

ପ୍ରତିଦିନ ଲସି ପିଇଲେ ଆମ ଶରୀରରକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ

ଲସି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ

ଆମେ ପ୍ରତିଦିନ ଚା’ କିମ୍ବା  କଫି ପିଇଥାଉ । କେବେ କେବେ ଆମେ ସର୍ବତ ପିଇଥାଉ । କେହି କେହି ଦହି ସର୍ବତ ପିଇ ଥାଆନ୍ତି ତ କେହି କେହି ଲେମ୍ବୁ ସର୍ବତ ପିଇ ଥାଆନ୍ତି ।  କିନ୍ତୁ ପ୍ରତିଦିନ ଲସି ସର୍ବତ କେହି ପିଇ ନ ଥାଆନ୍ତି ।  କିନ୍ତୁ ପ୍ରତିଦିନ ଲସି ପିଇଲେ, ତାହା ଆମର କି ଉପକାର କରିଥାଏ, ସେହି କଥା ଜାଣିଲେ, ଆପଣ ବି ଲସି ପିଇବା ଆରମ୍ଭ କରିଦେବେ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଲସି ପିଇଲେ କି ଉପକାର ହୋଇଥାଏ ଆମ ଶରୀରରକୁ ।

ପ୍ରଥମତଃ ଲସିରେ ଥିବା ଇଲେକ୍ଟ୍ରୋଲାଇଟ୍‌ ଓ ଜଳର ମାତ୍ରା ଶରୀରକୁ ଅଧିକ ଉତ୍ତେଜିତ କରି ନ ଥାଏ । ଏହା ଶରୀରକୁ ନମନୀୟ ବି କରିବାରେ ସହାୟକ ହୋଇଥାଏ ।

ଲସିରେ ଲାକ୍‌ଟିକି ଏସିଡ ଓ ଭିଟାମିନ୍‌ ଡିର ପରିମାଣ ବେଶୀ , ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସହାୟକ ହୋଇଥାଏ ।

ଲସି ଖାଇଲେ ବଦହଜମି ଭଳି ସମସ୍ୟା ବି ଉପୁଜି ନ ଥାଏ । ଶୀଘ୍ର ଖାଦ୍ୟ ହଜମ ହୋଇଥାଏ । ଲସି ଥଣ୍ଡା ହୋଇଥିବା ହେତୁ ଦେହକୁ ଏସିଡିଟି ଭଳି ସମସ୍ୟାରୁ ରକ୍ଷା କରିଥାଏ ।


ପଢନ୍ତୁ ;

ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ ସର୍ବତ ପିଅନ୍ତୁ

Related posts

କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା

ENO Beuro

ଖରାଦିନେ ଅଧିକ କେଶ ଝଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

ନିୟମିତ ବ୍ୟାୟାମ କରୁଛନ୍ତି କି ? ନିୟମିତ ବ୍ୟାୟାମର ବ୍ୟତିକ୍ରମରେ କଣ ସମସ୍ୟା ଦେଖାଦେଇଥାଏ ,ଜାଣନ୍ତୁ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More