LIFESTYLE

ସକାଳ ଜଳଖିଆ ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

ବ୍ୟସ୍ତବହୁଳ ଜୀବନରେ ଆମେ ମାନେ ପ୍ରାୟ ସକାଳ ଜଳଖିଆ ଖାଇବାକୁ ଭୁଲି ଯାଇଥାଉ । ଆମେ ମାନେ ଜଳଖିଆକୁ ଗୁରୁତ୍ୱ ମଧ୍ୟ ଦେଇ ନ ଥାଉ । ଅନେକ ଲୋକ ଜଳଖିଆ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । ଡାକ୍ତରଙ୍କ ମତରେ ଜଳଖିଆ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ତେବେ ଆସନ୍ତୁ ଜାଣିବା ସକାଳ ଜଳଖିଆ ଖାଇବା ଆମ ଶରୀର ପାଇଁ କେତେ ଉପଯୋଗୀ ?

ଜଳଖିଆ ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

  • ସକାଳେ ଜଳଖିଆ ନଖାଇଲେ ଶରୀରର ଓଜନ ବଢ଼ି ଯାଇଥାଏ । ଏହା ସହିତ ହୃଦ୍‌ରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ ।
  • ମାନସିକ ସ୍ତରରେ ପ୍ରଭାବ ପଡିବା ସହିତ ଚିଡ଼ଚିଡ଼ ଲାଗେ । ଜଳଖିଆ ନଖାଇବା ଦ୍ୱାରା ମୁଣ୍ଡବିନ୍ଧିବା, ଅଧକାପାଳି ଓ କେଶ ଝଡ଼ିବା ପରି ସମସ୍ୟା ଦେଖା ଦେଇଥାଏ ।
  • ଜଳଖିଆ ନଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ଅଭାବ ଦେଖାଯାଏ ଯାହା ଫଳରେ ଦେହ ଥରିବା, ଝିମଝିମ ଲାଗିବା ଲକ୍ଷଣ ଦେଖାଦିଏ । ଏହା ସହିତ ବ୍ଲଡ଼ ପ୍ରେସର ବୃଦ୍ଧି ପାଇଥାଏ ।
  • ଯଦି କୌଣସି ବ୍ୟକ୍ତିକୁ ସକାଳେ ଜଳଖିଆ ଖାଇବା ପାଇଁ ଇଚ୍ଛା ହେଉନି ତେବେ ନିୟମିତ ଟିକେ ଟିକେ ବ୍ୟୟାମ କଲେ ଭୋକ ଲାଗିଥାଏ ।

ସକାଳ ଜଳଖିଆ ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ? morning breakfast

ପଢନ୍ତୁ ;

ସଲମାନ ଖାନଙ୍କୁ ୬ ବର୍ଷ ଦୋଷୀ ସାବ୍ୟସ୍ତ କଲେ ଯୋଧପୁର ହାଇକୋର୍ଟ

Related posts

ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ଲେମନ ଟି ପିଇବା ଦ୍ୱାରା କି କି ଫାଇଦା ମିଳିଥାଏ ?

ENO Beuro

ଭାବୀ ପତ୍ନୀ କେମିତି ହୋଇଥିବେ ଆସନ୍ତୁ ଜାଣିବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More