EnewsOdia.Com

ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ଏହି ଫାଇଦା ହୋଇଥାଏ

ଦେବ ଦେବ ମହାଦେବ। ତାଙ୍କୁ ସନ୍ତୁଷ୍ଟ କରିବା ବହୁ କଷ୍ଟ ହୋଇଥାଏ। ମାନ୍ୟତା ରହିଛି କି ଶିବଲିଙ୍ଗରେ ବେଲପତ୍ର ଚଢାଇବା ଦ୍ୱାରା ଭଗବାନ ଶିବଙ୍କ ମସ୍ତକ ଶିତଳ ହୋଇଥାଏ । ବେଲ ଗଛ ମୂଳେ ମହାଦେବ ବାସ କରିଥାନ୍ତି, ସେଥିପାଇଁ ଏହି ଗଛର ପତ୍ର ଭଗବାନଙ୍କଠାରେ ଅର୍ପଣ କରାଯାଇଥାଏ । ବେଲ ପତ୍ର ପୂଜନ ଦ୍ୱାରା ପାପ ଓ ଦରିଦ୍ରତାର ଅନ୍ତ ହୋଇଥାଏ । ଏହାଦ୍ୱାରା ଭଗବାନ ହନୁମାନ ପ୍ରସନ୍ନ ହୋଇଥାନ୍ତି । କାରଣ ଭଗବାନ ଶିବଙ୍କର ଅବତାର ହେଉଛନ୍ତି ହନୁମାନ । ତେବେ ଆସନ୍ତୁ ଜାଣିବା ବେଲ ପତ୍ରର ମହତ୍ୱ…

୧)  ତିନି ଲୋକ ମଧ୍ୟରେ ଯେତିକି ତୀର୍ଥ ସ୍ଥଳ ପ୍ରସିଦ୍ଧ, ସେ ସମସ୍ତ ତୀର୍ଥ ସ୍ଥଳ ବେଲ ପତ୍ରର ମୂଳଭାଗରୁ ଉତ୍ପତି ।
୨) ଘରର ଉତ୍ତର-ଦକ୍ଷୀଣ କୋଣରେ ବେଲ ଗଛ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ବଳବତ୍ତର ରହିଥାଏ ।


୩)  ଯେଉଁ ବ୍ୟକ୍ତି ସେମାନଙ୍କ ଘରେ ବେଲ ଗଛ ଲଗାଇଥାନ୍ତି, ସେମାନଙ୍କ ଉପରେ ଶିବଙ୍କ କୃପା ଲାଭ ହୋଇଥାଏ । ଘରର ଉତ୍ତରର-ପଶ୍ଚିମ କୋଣରେ ବେଲ ଗଛ ଲଗାଇବା ଦ୍ୱାରା ଯଶ ଓ କିର୍ତ୍ତି ପ୍ରାପ୍ତ ହୋଇଥାଏ ।
୪) ଯଦି ଆପଣ ଘର ମଝିରେ ବେଲ ଗଛ ଲଗାଇାବେ ,ତେବେ ଏହାଦ୍ୱାରା ଧନ-ଧାନ୍ୟର କୌଣସି ଅଭାବ ରହିବ ନାହିଁ ଏବଂ ପରିଜନ ସୁଖ ଶାନ୍ତିରେ ରହିବେ ।


5)  ଯେଉଁ ବ୍ୟକ୍ତି ବେଲ ଗଛ ମୂଳେ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରନ୍ତି ସେମାନଙ୍କୁ ଶିବଲୋକ ପ୍ରାପ୍ତି ହୋଇଥାଏ ।

ପଢନ୍ତୁ: ଘରର ଏହି ଦିଗରେ ଲଗାନ୍ତୁ ନିମ୍ବ ଗଛ, ଦୂର ହେବ ଅନେକ ସମସ୍ୟା

ସମ୍ବନ୍ଧିତ ଖବର

ତକିଆ ତଳେ ରଖନ୍ତୁ ଏହି ଜିନିଷ, ବଦଳିଯିବ ଭାଗ୍ୟ

Ratnamani Maharana

ଖରାପ ଦୃଷ୍ଟିରୁ ଆପଣଙ୍କୁ ବଞ୍ଚାଇଥାଏ ଲବଙ୍ଗ, ଜାଣନ୍ତୁ କିପରି

Ratnamani Maharana

ତୁଳସୀ ପତ୍ର ଛିଡାଇବା ବେଳେ ଏହି କଥା ପ୍ରତି ଧ୍ୟାନରେ ରଖନ୍ତୁ

Ratnamani Maharana

ଆଖିର ରଙ୍ଗ କହିବ ମଣିଷର ସ୍ଵଭାବ ସମ୍ପର୍କରେ

Ratnamani Maharana

ଜାଣନ୍ତୁ ଭାଗ୍ୟଶାଳୀ ମହିଳାଙ୍କ ଲକ୍ଷଣ ସମ୍ପର୍କରେ

Ratnamani Maharana

ଦେବାଦେବୀଙ୍କୁ ପାନ ଅର୍ପଣ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କିପରି

Ratnamani Maharana