EnewsOdia.Com

ଶରୀରରେ ରକ୍ତ ଅଭାବକୁ ଦୂର କରେ ପାଳଙ୍ଗ ଶାଗ

ସୁସ୍ଥ ଶରୀର ପାଇଁ ସବୁଜ ପନିପରିବା ନିହାତି ଜରୁରୀ । ସେହିପରି ପାଳଙ୍ଗ ଶାଗ ବିଷୟରେ ଆପଣମାନେ ନିଶ୍ଚିତ ରୂପେ ଜାଣିଥିବେ । ଏହାକୁ କିଛି ଲୋକ ପନିର୍ ତରକାରୀରେ ବ୍ୟବହାର କରିଥାନ୍ତି ତ ପୁଣି କିଛି ଲୋକ ଏହାକୁ ଜୁସ୍ କରି ସେବନ କରିଥାନ୍ତି । ପାଳଙ୍ଗରୁ ପୋଷକ ତତ୍ୱ ମିଳିଥାଏ । ଏହାକୁ ନିୟମିତ ରୁପେ ସେବନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷା ମିଳିଥାଏ । ଏହି ଶାଗ ହାଡକୁ ମଜବୁତ୍ କରିବାରେ ସହାୟକ ହୋଇଥାଏ ।

୧)  ହାଡ ପାଇଁ ପାଳଙ୍ଗ ଶାଗ ଉପକାରୀ । ପାଳଙ୍ଗ ସେବନ କରିବା ଦ୍ୱାରା ହାଡ ମଜବୁଜ୍ ହୋଇଥାଏ । ପାଳଙ୍ଗରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅଭାବ ହୋଇନଥାଏ ।


୨) ଶରୀରରେ ରକ୍ତ ଅଭାବ ଥିଲେ ପାଳଙ୍ଗ ଶାଗ ଏକ ଭଲ ବିକଳ୍ପ । ସପ୍ତାହରେ ୩ ଦିନ ପାଳଙ୍ଗ ଶାଗ ଖାଇବା ଦ୍ୱାରା ରକ୍ତ ଅଭାବ ଦୂର ହୋଇଥାଏ । ପାଳଙ୍ଗରେ ଆୟରନ୍ ରହିଛି । ସେଥିପାଇଁ ରକ୍ତ ତିଆରି କରିବାରେ ଆୟରନ୍ ସହାୟକ ହୋଇଥାଏ ।
୩)  ସେହିପରି ଦୃଷ୍ଟି ଶକ୍ତି ବଢାଇବାରେ ସହାୟକ କରେ ପାଳଙ୍ଗ ଶାଗ । ଯେଉଁ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି କମ୍ ଥାଏ ସେମାନଙ୍କ ପାଇଁ ପାଳଙ୍ଗ କୌଣସି ରାମବାଣ ଠାରୁ କମ୍ ନୁହେଁ । ପାଳଙ୍ଗ ଶାଗ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ଭଲ ହୋଇଥାଏ ।

ପଢନ୍ତୁ: ଶରୀରରେ ଦେଖାଯାଉଛି କି ଏହି ୧୮ଟି ଲକ୍ଷଣ? ଥରେ କରାଇ ନିଅନ୍ତୁ ପରୀକ୍ଷା, ହୋଇପାରେ କ୍ୟାନସର

ସମ୍ବନ୍ଧିତ ଖବର

ରୋଗଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଶୀତଦିନେ ଖାଆନ୍ତୁ ଏହି ୧୦ ଜିନିଷ

Ratnamani Maharana

ଘରୋଇ ଉପାୟରେ ଛଡ଼ାନ୍ତୁ ଧୂମପାନ ଅଭ୍ୟାସ

Ratnamani Maharana

କିପରି ପାଳିବେ ସୁରକ୍ଷିତ ଦୀପାବଳି? ଜାଣନ୍ତୁ ବାଣ ଫୁଟାଇବା ବେଳେ କି କି ସତର୍କତା ଅବଲମ୍ବନ କରିବେ

Ratnamani Maharana

ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖେ ଏହି ପରିବା

Ratnamani Maharana

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

Ratnamani Maharana

ବିବାହିତ ମହିଳା ମାନେ କାହା ସହିତ ବି ଏସବୁ ଜିନିଷ ସେଆର କରିବା ଅନୁଚିତ,ଜାଣନ୍ତୁ କଣ

Ratnamani Maharana