ଅମୃତଭଣ୍ଡାର ଜୁସ୍‌ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ?

ଅମୃତଭଣ୍ଡାରେ ଭରି ରହିଛି ଅନେକ ଭିଟାମିନ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗି । ଅମୃତଭଣ୍ଡାରେ ନ୍ୟୁଟ୍ରିଏଣ୍ଟସ୍‌, ଭିଟାମିନ୍‌ ଏ, ସି, କେ, ନିୟାସିନ, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ପ୍ରୋଟିନ୍‌ ଓ ଫାଇବର ରହିଛି । ଯକୃତ ବା ଲିଭରକୁ ସଫା ରଖିଥାଏ ଏବଂ ହଜମ କ୍ରିୟା ମଧ୍ୟ ଭଲ ଭାବରେ ହୋଇଥାଏ ।

ଅମୃତଭଣ୍ଡାର ଜୁସ୍‌ ପିଇଲେ କ’ଣ ଫାଇଦା ମିଳେ ଜାଣନ୍ତୁ :-

  • ଚେହେରାରେ ଥିବା ଦାଗ କୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ ଅମୃତଭଣ୍ଡା ଜୁସ୍‌ ।ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ । କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ । ଗଳାରେ ହେଉଥିବା ଟନସିଲ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
  • ଅମୃତଭଣ୍ଡାରେ ଥିବା ଫାଇବାର୍‌ ଶରୀରରେ ଥିବା ଟକ୍ସିନ୍‌ କୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ ।
  • ଡେଙ୍ଗୁ ଜ୍ୱର ହୋଇଥିଲେ ଡାକ୍ତର ଅମୃତଭଣ୍ଡା ପତ୍ରର ଜୁସ୍‌ ପିଇବାକୁ ପରାମର୍ଶ ଦେଇଥାଆନ୍ତି । ଏହାର ପତ୍ରରେ ପାଁପେନ ଏନ୍‌ଜାଇମ୍‌ ଥାଏ , ଯାହାକି ବ୍ଲଡ୍‌ କଣିକା ବୃଦ୍ଧି କରିବାରେ ସହାୟକ କରିଥାଏ ।
  • ଅମୃତଭଣ୍ଡାର ଜୁସ୍‌ ପିଇବା ଦ୍ୱାରା ଭାଇରାଲ୍‌ ଇମ୍ଫେକ୍ସନ ଭଲ ହୋଇଥାଏ । ଏହା ହ୍ଵାଇଟ୍‌ ବ୍ଲଡ ସେଲ୍ସ ଏବଂ ପ୍ଲେଟଲେଟସ୍‌ କୁ ବଢେଇଥାଏ । ଦୃଷ୍ଟିଶକ୍ତି ମଧ୍ୟ ଭଲ ହୋଇଥାଏ ।

ପଢନ୍ତୁ ;

ସ୍ଵାମୀର କେଉଁ ଗୁଣ ସ୍ତ୍ରୀକୁ ଖରାପ ଲାଗିଥାଏ ଜାଣନ୍ତୁ ?

ଚେହେରାରେ ଥିବା ଦାଗ କୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ ଅମୃତଭଣ୍ଡା ଜୁସ୍‌ - 92%

92%

ଡେଙ୍ଗୁ ଜ୍ୱର ହୋଇଥିଲେ ଡାକ୍ତର ଅମୃତଭଣ୍ଡା ପତ୍ରର ଜୁସ୍‌ ପିଇବାକୁ ପରାମର୍ଶ ଦେଇଥାଆନ୍ତି - 90%

90%
91%

Excellent!

ଅମୃତଭଣ୍ଡାର ଜୁସ୍‌ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ?

ଅମୃତଭଣ୍ଡାରେ ଭରି ରହିଛି ଅନେକ ଭିଟାମିନ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗି । ଅମୃତଭଣ୍ଡାରେ ନ୍ୟୁଟ୍ରିଏଣ୍ଟସ୍‌, ଭିଟାମିନ୍‌ ଏ, ସି, କେ, ନିୟାସିନ, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ପ୍ରୋଟିନ୍‌ ଓ ଫାଇବର ରହିଛି । ଯକୃତ ବା ଲିଭରକୁ ସଫା ରଖିଥାଏ ଏବଂ ହଜମ କ୍ରିୟା ମଧ୍ୟ ଭଲ ଭାବରେ ହୋଇଥାଏ । 

No Votes Yet

You're not rated yet