LIFESTYLE

ମୋଟପଣକୁ ଦୂର କରିଥାଏ “କିସମିସ” ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

“କିସମିସର ଉପକାରିତା “

କିସମିସ ଅଙ୍ଗୁରକୁ ଶୁଖାଇ ତିଆରି କରାଯାଏ। ଏହା ଖାଇବାକୁ ସ୍ଵାଦିଷ୍ଟ ଏବଂ ମିଠା ଲାଗିଥାଏ। ଆଉ ମଧ୍ୟ ଏହା ଆୟୁର୍ବେଦିକରେ ଔଷଧରୂପେ ମନାଯାଏ। କିସମିସରେ ଥିବା ଚିନି ଅଂଶ ଶୀଘ୍ର ଶରୀରରେ ହଜମ  କରିବାରେ ସାହାଯ୍ୟ କରିଥାଏ, ତେଣୁ ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରକୁ ବହୁ ପରିମାଣରେ ଶକ୍ତି ମିଳିଥାଏ । କିସମିସରେ କଲୋଷ୍ଟ୍ରଲର ପରିମାଣ ବହୁତ କମ ରହିଥାଏ ତେଣୁ ହାର୍ଟ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପକାରରେ ଆସିଥାଏ ।

ଡ୍ରାଏ ଫୃଟସ୍ ପସନ୍ଦ କରୁଥିବା ଲୋକଙ୍କ ପାଇଁ କିସମିସର ଚାହିଦା ବହୁତ ଅଧିକ ରହିଥାଏ । ଅପେକ୍ଷାକୃତ ଭାବରେ ଅଲଗା ଡ୍ରାଏ ଫୃଟସ୍ ମାନଙ୍କ ତୁଳନାରେ କିସମିସ ଅପେକ୍ଷାକୃତ ଶସ୍ତା ରହିଥାଏ । କିସମିସରେ ଏମିତି କିଛି ଉପାଦେୟତା ରହିଛି ଯାହା ପ୍ରାୟତଃ ବହୁତ ଲୋକଙ୍କୁ ଜଣା ନଥାଏ।କିସମିସରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ ଯାହାକି ହାଡକୁ ମଜବୁତ୍ କରିଥାଏ ।

ଏହା ଚିନିର ବିକଳ୍ପ ଭାବରେ ମଧ୍ୟ କାମ କରିଥାଏ । ମିଠା  ଅଧିକାଂଶ ଲୋକଙ୍କୁ ଭଲଲାଗେ ।  କିନ୍ତୁ ଅଧିକ ପରିମାଣରେ ଆମେ ଯଦି ମିଠା ଖାଇବା ମୋଟା ହେବାର ଡର ରହିଥାଏ । କିସମିସ ପ୍ରାକୃତିକ ଚିନି ଭଳି କାମ କରିଥାଏ, ଏହା ଖାଇବା ପାଇଁ ସୁଆଦିଆ ହେବା ସହିତ ଶରୀରରେ ପିଏଚର ସ୍ତରକୁ ଠିକରେ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ ।

କିସମିସର ବ୍ୟବହାର କରିବା ଏହାଦ୍ୱାରା ଶରୀରରେ ହଜମ ଶକ୍ତି ବଢିଥାଏ । ପେଟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ପାଂଚରୁ ଛଅଟି କିସମିସ ଖାଇବା ଦରକାର । କିସମିସକୁ ରାତିରେ ପାଣିରେ ଭିଜାଇ ତାକୁ ସକାଳୁ ଖାଇଲେ ଏହା ଭଲ କାମ କରିଥାଏ।

ମୋଟପଣକୁ ଦୂର କରିଥାଏ “କିସମିସ” ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ raisine

ପଢନ୍ତୁ ;

ଯୋଗ ଓ ଧ୍ୟାନ କରିବା ଦ୍ୱାରା ଦୂରହୋଇଥାଏ କ୍ୟାନସରର ଆଶଙ୍କା! ଜାଣନ୍ତୁ ?

Related posts

କେଉଁ ପ୍ରକାର ଯୁବକଙ୍କୁ ଯୁବତୀମାନେ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ

ENO Beuro

ଉଦର ସମ୍ବନ୍ଧୀୟ ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

ENO Beuro

କିଡ଼ନୀ ଷ୍ଟୋନ ସମସ୍ୟାର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More