ଆସନ୍ତୁ ଜାଣିବା ଚାଉଳ ପାଣି ପିଇବା ଦ୍ଵାରା କି ଉପକାର ମିଳେ

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବିଶ୍ଵର ଅନ୍ୟ ପ୍ରାନ୍ତ ତୁଳନା​‌​‌ରେ ଭାରତୀୟ ଲୋକେ ହିଁ ଚାଉଳ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଖାଇଥାନ୍ତି । ସେଥିପାଇଁ ଭାରତୀୟମାନେ ବେଶ୍ ପରିଶ୍ରମୀ । ପ୍ରାଚୀନ ସମୟରେ ଭିନ୍ନଭିନ୍ନ ପ୍ରାନ୍ତର ଲୋକେ ଚାଉଳ ପାଣିକୁ ନିୟମିତ ପିିଉଥିଲେ । ଶରୀର ପ୍ରତି ଉପାଦେୟ ଏହି ଚାଉଳ ପାଣିର ଆବଶ୍ୟକତା ଏବର ଲୋକେ ବୁଝିବା ନିତାନ୍ତ ଆବଶ୍ୟକ ।

ଚାଉଳ ପାଣିର ଉପକାରିତା

ଅନେକ ବର୍ଷ ତଳେ ବଇଦମାନେ ପିଲା-ବୟସ୍କଙ୍କୁ ଡାଇରିଆ ରୋଗ ହେଲେ ଏହି ପାନୀୟକୁ ପିଇବାକୁ ପରାମର୍ଶ ଦେଉଥିଲେ ।ସକାଳବେଳା ଏହି ପାଣି ୧ ଗିଲାସ ପିଇଲେ ତାହା ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ । ଚାଉଳ ପାଣି ନିୟମିତ ପିଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ ।

ଫାଇବରରେ ପୂର୍ଣ୍ଣ ଏହି ଚାଉଳ ପାଣି କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ହଜମ ପ୍ରକ୍ରିୟାକୁ ଶକ୍ତି ପ୍ରଦାନ କରେ ।ବିଭିନ୍ନ ପ୍ରକାର ସଂକ୍ରାମକ ରୋଗରୁ ମଧ୍ୟ ଚାଉଳ ପାଣି ପିଇଲେ ଶରୀରକୁ ରକ୍ଷା ମିଳୁଥିବାର ବିଶେଷଜ୍ଞଙ୍କ ମତ ।

ଏହି ପାଣିରେ ସୋଡିୟମ୍ କମ୍ ପରିମାଣରେ ଥିବାରୁ ତାହା ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ । ଏହା ଦ୍ଵାରା  ଉଚ୍ଚରକ୍ତଚାପ ନିୟନ୍ତ୍ରଣ ହୋଇ ଥାଏ ।

ବିଶେଷଜ୍ଞଙ୍କ ମତ ଏହି ପାନୀୟ ପିଇବା ଦ୍ଵାରା  ଶରୀରରେ ଜଳୀୟ ସ୍ତର ଠିକ୍ ରହିଥାଏ । ଅର୍ଶ ରୋଗୀ ପ୍ରତ୍ୟହ ଏହି ପାଣି ପିଇଲେ ସେମାନଙ୍କ କଷ୍ଟ ଦୂର ହୁଏ ।ବିଭିନ୍ନ ପ୍ରକାର ସଂକ୍ରାମକ ରୋଗରୁ ମଧ୍ୟ ଚାଉଳ ପାଣି ପିଇଲେ ଶରୀରକୁ ରକ୍ଷା ମିଳେ ।

ପଢନ୍ତୁ ;

ଆସନ୍ତୁ ଜାଣିବା ବୀନା ନମ୍ବରରେ କିପରି ଚାର୍ଟିଂ କରିବା ହ୍ୱାଟସଆପରେ

ସକାଳବେଳା ଏହି ପାଣି ୧ ଗିଲାସ ପିଇଲେ ତାହା ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ - 4.4

88%

ଚାଉଳ ପାଣି ନିୟମିତ ପିଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । - 4.5

90%
4.5/5

Very Good!

ଆସନ୍ତୁ ଜାଣିବା ଚାଉଳ ପାଣି ପିଇବା ଦ୍ଵାରା କି ଉପକାର ମିଳେ

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବିଶ୍ଵର ଅନ୍ୟ ପ୍ରାନ୍ତ ତୁଳନା​‌​‌ରେ ଭାରତୀୟ ଲୋକେ ହିଁ ଚାଉଳ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଖାଇଥାନ୍ତି । ସେଥିପାଇଁ ଭାରତୀୟମାନେ ବେଶ୍ ପରିଶ୍ରମୀ । ପ୍ରାଚୀନ ସମୟରେ ଭିନ୍ନଭିନ୍ନ ପ୍ରାନ୍ତର ଲୋକେ ଚାଉଳ ପାଣିକୁ ନିୟମିତ ପିିଉଥିଲେ । ଶରୀର ପ୍ରତି ଉପାଦେୟ ଏହି ଚାଉଳ ପାଣିର ଆବଶ୍ୟକତା ଏବର ଲୋକେ ବୁଝିବା ନିତାନ୍ତ ଆବଶ୍ୟକ

4/5 Votes: 1 user

You're not rated yet