LIFESTYLE

ସୋୟାବିନରେ ରହିଛି ଅନେକ ପୋଷକ ତତ୍ତ୍ୱ ,ତେବେ ଆସନ୍ତୁ ଜାଣିବା ଏହା ଦେହ ପାଇଁ କେତେ ଉପକାରୀ

ସୋୟାବିନର ଉପକାରିତା

ସୋୟାବିନରେ ଅନେକ ପୋଷକ ତତ୍ତ୍ୱ ଥାଏ । ଏଥିରେ ପ୍ରୋଟିନର ମାତ୍ରା ଅଧିକ ମାତ୍ରାରେ ଥାଏ । ଏହାସହ କ୍ୟାଲସିୟମ ଓ ଫାଇଭର ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମହୁଜୁଦ ଥାଏ । ସୋୟା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ । ସୋୟାବିନରୁ ଫେରିଟିନ ଆଇରନ ତିଆରି ହୋଇଥାଏ ଯାହା କେଶ ବଡିିବା ପାଇଁ ବହୁତ ଜରୁରୀ । ଏହା ଦେହ ପାଇଁ ବହୁତ ଉପକାରୀ ।

ସୋୟାବିନ ଖାଇବା ଦ୍ଵାରା ଶରୀର ସୁସ୍ଥ ରହେ । ସୋୟାବିନରେ ଏକ ଖାସ ଆମିନୋ ଲାଇଜିନ ମିଳେ, ଯାହା ଶରୀରରେ ସବୁ ପ୍ରକାର ପ୍ରୋଟିନ ପାଇଁ ବିଲଡିଂ ବ୍ଲକ ତିଆରି କରିଥାଏ ।

ଯଦି ଆପଣ ଓଜନ ବୃଦ୍ଧି କରିବାପାଇଁ ଚାହୁଛନ୍ତି ତେବେ ପ୍ରତିଦିନ ୧୫-୨୦ ଟି ସୋୟାବିନ ୩ ମାସ ପର୍ୟ୍ୟନ୍ତ ଖାଆନ୍ତୁ । ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣଙ୍କ ଓଜନ ବୃଦ୍ଦି ପାଇବ । ସୋୟାବିନରେ ଶରୀରର ବିକାଶ କରୁଥିବା ପ୍ରୋଟିନ ଏବଂ ପ୍ରାକୃତିକ ପଦାର୍ଥ ଭରପୁର ଥାଏ ।

ସୋୟାବିନ ଖାଇବା ଦ୍ଵାରା ବ୍ଲଡ ସଫା ରହି ଥାଏ । ଯଦି ଆପଣଙ୍କୁ ଡାଇବେଟିସ ହୋଇଛି ତେବେ ଆପଣ ସୋଯାବିନ ଖାଆନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବା । ମାନଶିକ ଚିନ୍ତା କମ କରି ଦିଏ ଓ ମାସ୍ତିଷ୍କ ପାଇଁ ବେଶ ଲାଭ ଦାୟକ ସୋୟାବିନ ।
ସୋୟାବିନରେ ରହିଛି ଅନେକ ପୋଷକ ତତ୍ତ୍ୱ ,ତେବେ ଆସନ୍ତୁ ଜାଣିବା ଏହା ଦେହ ପାଇଁ କେତେ ଉପକାରୀ soyabean
ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି ଦୂରେଇବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ନାରୀମାନଙ୍କ କେଶବିନ୍ୟାସ , ମୁହଁର ଆକାର ଅନୁଯାୟୀ ହେୟାର କଟ ବିଷୟରେ ଜାଣନ୍ତୁ

Krishna Kumar Manoj

ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ

Krishna Kumar Manoj

କେତେକ ଝିଅମାନେ ତାଙ୍କ ଠାରୁ କମ ପାଠ ପଢିଥିବା ପୁଅଙ୍କୁ ବିବାହ କରିବାକୁ ଚାହିଁଥାନ୍ତି ! ଜାଣନ୍ତୁ ଏହାର କାରଣ କଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More