LIFESTYLE

ଜାଣନ୍ତୁ ନୀତିଦିନ ସକାଳୁ ଉଠିଲେ କଣ ଲାଭ ମିଳିଥାଏ?

ବ୍ରହ୍ମ ମୁହୂର୍ତରୁ ଉଠିଲେ ସ୍ୱାସ୍ଥ୍ୟରକ୍ଷା ହୋଇ ଆୟୁଷ ବୃଦ୍ଧି ହୁଏ। ତେଣୁ ସୂର୍ଯ୍ୟାଦୟ ପରେ ତେଣୁ ସକାଳୁ ହସ୍ତ ଦର୍ଶନ କଲେ ଭଲ ଫଳ ଓ ଖରାପ ଫଳ ବିଷୟରେ ମନକୁ ସଜାଗ ରଖିବା। କାରଣ ରାତ୍ରିର ୩ୟ ପ୍ରହରରେ ଶରୀର ସୁସ୍ଥ ଥାଏ।

ଅର୍ଥାତ୍ ରାତ୍ରି ନିଦ୍ରାପରେ ଶରୀର ଠିକ୍ ଥାଏ ଓ ମୈଥୁନ ପରେ ମଧ୍ୟ କିଛି ସମୟ ମିଳେ ବିଶ୍ରାମ ନେବାପାଇଁ। ସହଳ ଉଠିବା ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ।

ପ୍ରତିଦିନ ପ୍ରାୟ ୬ଟା ଭିତରେ ଉଠିବାକୁ ଚେଷ୍ଟା କରିବା ବେଶ୍‌ ଭଲ। ସକାଳୁ ଘର ପାଖରେ ଥିବା ବଗିଚା କିମ୍ବା ପାର୍କରେ ବୁଲିବାର ଅଭ୍ୟାସ ଦ୍ୱାରା ଅନେକ ଉପକାର ମିଳିଥାଏ। ଜଣେ ପୁରୁଷଙ୍କୁ ୭ ରୁ ୯ ଘଣ୍ଟା ଓ ଜଣେ ମହିଳାଙ୍କୁ ୮ରୁ ୯ ଘଣ୍ଟା ଶୋଇବା ଆବଶ୍ୟକ।

ସେହିପରି ପିଲାମାନେ ୧୦ରୁ ୧୨ ଘଣ୍ଟା ଶୋଇବା ହିତକର। ସକାଳୁ ଶୀଘ୍ର ଉଠିବାକୁ ହେଲେ ପୂର୍ବଦିନ ରାତିରେ ୯ଟା କିମ୍ବା ୧୦ଟା ଭିତରେ ଶୋଇବା ଉଚିତ। ରାତିରେ ଶୋଇବା ବେଳେ ଚା’ କିମ୍ବା କଫି ପିଅନ୍ତୁ ନାହିଁ। ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇଲେ ଭଲ। ଏହାଦ୍ୱାରା ନିଦ ଭଲ ହୋଇଥାଏ।

ପଢନ୍ତୁ;ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

Related posts

ଗୋଲାପୀ ଓଠ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ENO Beuro

କିଡନି ଖରାପ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ଜାଣନ୍ତୁ ?

ENO Beuro

ଅଭ୍ୟାସ ବଦଳାନ୍ତୁ, ଜାଣନ୍ତୁ ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇଲେ କଣ ହୋଇଥାଏ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More