EnewsOdia.Com

ଜାଣନ୍ତୁ ଗରମ ପାଣି ପିଇବାରର କେତେକ ଫାଇଦା ସମ୍ପର୍କରେ

ଶୀତଦିନେ ସାଧାରଣତଃ ଲୋକେ ଗରମ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ପ୍ରକୃତରେ ଶୀତଦିନେ ଥଣ୍ଡା ପାଣି ଅପେକ୍ଷା ଗରମ ପାଣି ପିଇବା ଲାଭକାରୀ ହୋଇଥାଏ । ଆପଣ ଦିନକ ମଧ୍ୟରେ ଚାରିରୁ ପାଞ୍ଚ ଥର ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା କୌଣସି ରୋଗ ଆପଣଙ୍କ ପାଖ ମାଡିବ ନାହିଁ । ଏହାସହିତ ହଜମ ପ୍ରକ୍ରିୟା ମଜବୁତ୍ ହୋଇଥାଏ । ଏହାବ୍ୟତିତ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ ।

୧) ଯେଉଁ ଲୋକ ମୋଟା ଏବଂ ସେମାନଙ୍କ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ସେମାନେ ନିହାତି ଭାବେ ସକାଳୁ ଖାଲି ପେଟରେ ଗରମ ପାଣି ପିଅନ୍ତୁ ।

୨) ଶୀତଦିନେ ସାଧାରଣତଃ ବ୍ୟକ୍ତିଙ୍କୁ ଥଣ୍ଡା , କାଶ ଆଦି ହୋଇଥାଏ, କିନ୍ତୁ ଏହାର ଚିକିତ୍ସା ପାଇଁ କେବଳ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା ଗଳା ଠିକ୍ ରହିବ ।

୩) ଏହାସହିତ ନିୟମିତ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ କୋଷ୍ଟକାଠିନ୍ୟ ସମସ୍ୟା ବି ଦୂର ହେବ । ସେହିପରି ଶରୀରରେ ଅନେକ ବିଷାକ୍ତ ପଦାର୍ଥ ଜମାଟ ବାନ୍ଧି ରହିଥାଏ । ସେଥିପାଇଁ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା ପେଟ ସଫା ରହିବ ।

ପଢନ୍ତୁ: ବ୍ରେକ୍‌ଅପ୍‌ ପରେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ସମ୍ପର୍କ ଭାଙ୍ଗିବା ଦ୍ୱାରା ହୋଇଥାଏ ଏହି ୫ଟି ବଡ଼ ଫାଇଦା

ସମ୍ବନ୍ଧିତ ଖବର

ରକ୍ତପାତ ରୋକିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

Ratnamani Maharana

ଅଧିକ ଦିନ ବଞ୍ଚିବାକୁ ଚାହାଁନ୍ତି କି ? ଖାଆନ୍ତୁ ଏହି ପତ୍ର

Ratnamani Maharana

ଘରୋଇ ଉପାୟରେ ପାଆନ୍ତୁ ଆଖି ତଳେ କଳା ଦାଗରୁ ମୁକ୍ତି

Ratnamani Maharana

ବାନ୍ତିର ଘରୋଇ ଉପଚାର

Ratnamani Maharana

ଜାଣନ୍ତୁ ପରିବାରକୁ ମଜଭୁତ କରିବାର ଉପାୟ

Ratnamani Maharana

ମସ୍ତିଷ୍କ ଦୁର୍ବଳ କରିଦେବ ବୋତଲ ପାଣି

Ratnamani Maharana