LIFESTYLE

ଆସନ୍ତୁ ଜାଣିବା ମୋଜା ପିନ୍ଧିବା ଦ୍ଵାରା ଆମ କୁ କି କି ଲାଭ ମିଳେ

ଶୀତ ଦିନ ହେଉବା ଖରାଦିନ କିଛି ଲୋକ ମୋଜା ପିନ୍ଧିବାକୁ ଭଲ ପାଇଥିବା ବେଳେ ଆଉ କିଛି ଲୋକ ବିଲକୁଳ ପସନ୍ଦ କରିନଥାନ୍ତି । ତେବେ ଆପଣ ଜାଣିଛନ୍ତି କି ମୋଜା ପିନ୍ଧିବାର ବିଭିନ୍ନ ପ୍ରକାରର ଉପକାରୀତା ରହିଛି। ଆସନ୍ତୁ ଜାଣିବା ମୋଜା ପିନ୍ଧିବାର ଉପକାରୀତା ବିଷୟରେ ।

ସାଧାରଣତଃ ଶୀତ ଦିନରେ  ବହୁତ ଲୋକଙ୍କ ପାଦ ଫାଟେ ତେଣୁ ମୋଜା ପିନ୍ଧିବା  ଦ୍ୱାରା ପାଦ ଗରମ ରହିଥାଏ ଯାହା ଦ୍ୱାରା ଶୀତ ଦିନେ ପାଦ ସହ ଶରୀର ଗରମ ରହିଥାଏ। ଏଥିପାଇଁ ସାଧାରଣତଃ ଶୀତ ଦିନରେ ଭଲ ସ୍ୱାସ୍ଥ୍ୟ ରଖିବା ପାଇଁ ଦୈନିକ ମୋଜା ପିନ୍ଧିବା ପାଇଁ କୁହାଯାଇଥାଏ। ମୋଜା ପିନ୍ଧିବା ଦ୍ୱାରା ଥଣ୍ଡାରୁ ରକ୍ଷା ମିଳିବା ସହ ପାଦ ମଧ୍ୟ ସୁନ୍ଦର ହୋଇଥାଏ। ଶିତ ଦିନେ ମୋଜା ପିନ୍ଧିବା ଦ୍ଵାରା ପାଦ ସାଫା ରହେ ।

ଯଦି ଆପଣଙ୍କର ମୋଜା ପିନ୍ଧିବା ଅଭ୍ୟାସ ରହିଛି ତେବେ ଆପଣଙ୍କର ପାଦ ବେଶି ଧୂଳି ମଳି ସଂପର୍ଶରେ ଆସି ନଥାଏ । ଯାହା ଦ୍ୱାରା ପାଦ ଫାଟିବା କମ ହେବା ସହ ପାଦ କୋମଳ, ଚିକ୍କଣ ରହିଥାଏ। ସକାଳୁ ସକାଳୁ କିଛି ଜଣଙ୍କର ପାଦ ଶୁଷ୍କ ହୋଇଯାଇଥାଏ। ଏପରି ଶୁଷ୍କ ହେଉଥିବା ବ୍ୟକ୍ତିଙ୍କୁ ରାତିରେ ପାଦରେ ସୋରିଷ ତେଲ ମାଲିସ କରିବା ସହ ମୋଜା ପିନ୍ଧି ଶୋଇବା ଆବଶ୍ୟକ । ଏହା ଦ୍ୱାର ପାଦ ଶୁଷ୍କ ଓ କୋମଳ ରହେ ।

ପଢନ୍ତୁ ;

କୁନ୍ଦୁଲି ଗଣବଳାତ୍କାର : ପ୍ରତିବାଦରେ ଓଡ଼ିଶା ବନ୍ଦ ,କଂଗ୍ରେସ ଓ ବିଜେପିର ୧୨ ଘଣ୍ଟିଆ ବନ୍ଦ

 

Related posts

କିଡନି ଖରାପ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ଜାଣନ୍ତୁ ?

ENO Beuro

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ପ୍ରତିଦିନ ଖଜୁରି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ , ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

ENO Beuro

1 comment

Leave a Comment