25 C
Bhubaneswar
October 25, 2020
EnewsOdia.Com
ଜୀବନଚର୍ଯ୍ୟା

କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ। ତା’ସହିତ ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ସମସ୍ୟା ମଧ୍ୟ କମ୍‌ ହୋଇଥାଏ।

ଆସନ୍ତୁ ଜାଣିବା କଦଳୀ ଫୁଲ ଖାଇଲେ କ’ଣ ସବୁ ଲାଭ ମିଳିଥାଏ….

୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ।

୨. ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ।

୩. ଶୀଘ୍ର ହଜମ ହେଉଥିବାରୁ ପାକସ୍ଥଳୀ ପାଇଁ ଏହି ଫୁଲ ବହୁତ ଉପକାରୀ।

୫. କୋଲେଷ୍ଟ୍ରଲ୍‌କୁ କମ୍‌ କରୁଥିବାରୁ ହୃଦ୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ୍‌ ଉପକାରୀ।

କଦଳୀ ଫୁଲକୁ କିପରି ଖାଇବେ ?

ଏହାକୁ ଆପଣ କଞ୍ଚା ଖାଇପାରିବେ। ଏହା ବ୍ୟତୀତ ଏହି ଫୁଲରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ। ସେହିପରି ଗ୍ରାଇଣ୍ଡିଂ କରି ଏହି ଫୁଲର ଚଟଣୀ ପ୍ରସ୍ତୁତ କରି ମଧ୍ୟ ଡାଇବେଟିସ୍ ରୋଗୀ ଖାଇପାରିବେ।

ପଢନ୍ତୁ: ଶୀତ ଦିନ ଯାତ୍ରା ସମୟରେ ଏପରି କରନ୍ତୁ ନିଜ ତ୍ୱଚାର ସୁରକ୍ଷା

Related posts

କ୍ୟାନ୍‌ସର ପାଇଁ ଯଥେଷ୍ଟ ଦୈନିକ ଗୋଟିଏ ପେଗ ରେଡ୍‌ ୱାଇନ୍‌

Ratnamani Maharana

ମହିଳା ମାନେ ହାତରେ ଚୁଡି ପିନ୍ଧିବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

Ratnamani Maharana

‘ଫ୍ଲୁ’ ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More