LIFESTYLE

ଛିଣ୍ଡା କ୍ଷୀର ପିଉଛନ୍ତି କି!!! ଜାଣନ୍ତୁ ଏହା ଶରୀର ଉପରେ କି ପ୍ରକାର ପ୍ରଭାବ ପକାଏ

ଲୋକ ଭବିଥାନ୍ତି, ଛିଣ୍ଡା କ୍ଷୀର ଖାଇବା ଶରୀର ପ୍ରତି ହାନିକରକ । ମାତ୍ର ନିକଟରେ ଏକ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶ ପାଇଛି ଯେ, ଛିଡା କ୍ଷୀର ଶରୀର ପ୍ରତି ହାନିକରକ ନୁହେଁ। ସାଧାରଣ କ୍ଷୀର ଶରୀର ପାଇଁ ଯେତେ ଭଲ ଛିଣ୍ଡା କ୍ଷୀର ମଧ୍ୟ ଶରୀର ପାଇଁ ସେତିକି ଉପରକାରୀ

ତେବେ ଆସନ୍ତୁ ଆଜି ଜାଣିବା ଛିଣ୍ଡା କ୍ଷୀରର ଉପକାରିତା ବିଷୟରେ।

୧) ଛିଣ୍ଡା କ୍ଷୀର ଶରୀରର ଇମ୍ୟୁନିଟି ଶକ୍ତି ବଢାଇ ମାଂସପେଶୀକୁ ମଜୁବୁତ  କରାଇଥାଏ।

୨) ନିୟମିତ ଭାବେ ଛିଣ୍ଡା କ୍ଷୀର ସେବନ କଲେ କୋଲେଷ୍ଟ୍ରୋଲ  ନିୟନ୍ତ୍ରିତ ରହିଥାଏ।

୩) ଏହି କ୍ଷୀରରେ ଆଣ୍ଟି କ୍ୟାନ୍ସରର ଉପାଦାନମନ ରଖିଥାଏ ଯାହା ଶରୀରରୁ କ୍ୟାନ୍ସର  ଜୀବାଣୁ ଦୂର କରିଥାଏ।

୪) ଛିଣ୍ଡା କ୍ଷୀରରେ କ୍ୟାଲସିୟମ  ମାତ୍ର ଅଧିକ ଥିବାରୁ ଏହା ହାଡକୁ ସୁସ୍ଥ ରଖିବା ସହ ମଜବୁତ କରିଥାଏ।

୫) ଛିଣ୍ଡା କ୍ଷୀରରେ ଥିବା ଜୀବାଣୁ ଶରୀରରେ ଆନ୍ତ୍ରିକରେ ଥିବା ବିଷକ୍ତ ଜୀବାଣୁକୁ କମାଇବା ସହ ଜନମିବାକୁ ଦେଇନଥାଏ।

ପଢନ୍ତୁ: ଖରା ଦିନେ କଞ୍ଚା ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର: ଜାଣନ୍ତୁ କିପରି

Related posts

ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

Ratnamani Moharana

ଅନାମିକା ଆଙ୍ଗୁଠିରେ ନିର୍ବନ୍ଧ ମୁଦିକୁ କାହିଁକି ପିନ୍ଧାଯାଏ ? ଜାଣନ୍ତୁ ଏହାର କାରଣ

ENO Beuro

ହାତ ଗୋଡ ଝିମ ଝିମ ହେଇଯାଉଛି କି? ଜାଣିରଖନ୍ତୁ ଏହାର ଉପଚାର

ENO Beuro

Leave a Comment