LIFESTYLE

ଆପଣ ମାଛ ମୁଣ୍ଡ ଖାଉଛନ୍ତି କି!! ଆସନ୍ତୁ ଜାଣିବା ଏହାର ପ୍ରଭାବ ସମ୍ପର୍କରେ

fish

ଆମିଷ ସମସ୍ତଙ୍କର ପ୍ରିୟ। ଆମିଷ କଥା ଉଠିଲେ ମାଛ  ଖାଉଥିବା ଲୋକଙ୍କର ସଂଖ୍ୟା ବେଶୀ। କିଛି ଲୋକ ମାଛ ଅପେକ୍ଷା  ମାଛ ମୁଣ୍ଡ  ଖାଇବାକୁ ବେଶୀ ପସନ୍ଦ କରନ୍ତି।

ତେବେ ଏହି ମାଛ ମୁଣ୍ଡ ଦେହ ପାଇଁ କେତେ ଉପଯୋଗୀ ଆସନ୍ତୁ ସେ ବିଷୟରେ ଜାଣିବା….

 

-ମାଛ ଖାଇଲେ ଆଖିର ଦୃଷ୍ଟି ଶକ୍ତି ବଢେ।

-ଆଜିକାଲି ମହିଳା ଓ ପୁରୁଷଙ୍କର ଆଖି ସମସ୍ୟା ଏକ ସାଧାରଣ କଥା।

-ତେବେ ମାଛ ମୁଣ୍ଡ ଖାଇବା ଦ୍ଵାରା ଆଖି ଲାଲ କିମ୍ବା ଆଖି ଜଳିବା ଭଳି  ଅନୁଭବ ହୋଇନଥାଏ।

fish

– ମାଛ ମୁଣ୍ଡ ଖାଇଲେ କେଶ ଝଡିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

-କେଶ ଝଡିବା ବନ୍ଦ ହେବା ସହ ମାଛ ମୁଣ୍ଡ ଖାଇଲେ ସୁସ୍ଥ ଘନ କେଶ ହୋଇଥାଏ।

ପଢନ୍ତୁ: ପର୍‌ଫ୍ୟୁମ୍‌ର ଅତ୍ୟଧିକ ବ୍ୟବହାର ହୋଇପାରେ କ୍ଷତିକାରକ। ଜାଣି ନିଅନ୍ତୁ ସେ ସମ୍ପର୍କରେ

Related posts

ଆସନ୍ତୁ ଜାଣିବା କାନ୍ଦିବା ଦ୍ଵାରା ଶରୀରକୁ କି ଲାଭ ମିଳେ

ENO Beuro

ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ଖାଦ୍ୟରେ ସାମିଲ କରନ୍ତୁ “ଚିକେନ”

ENO Beuro

ହୃଦଘାତ ଜନିତ ସମସ୍ୟାରୁ କିପରି ରକ୍ଷା ପାଇବେ ଜାଣନ୍ତୁ

ENO Beuro

Leave a Comment