LIFESTYLE

ଲିଭର୍ ଜନିତ କେତେକ ରୋଗରୁ ରକ୍ଷାକରେ ଗୁଜୁରାତି: ଆସନ୍ତୁ ଜାଣିବା କିପରି

some points on gujurati

ଗୁଜୁରାତି  ଏକ ମସଲା ଜାତୀୟ ପଦାର୍ଥ ଯାହା ଆମେ ବହୁ କମ ବ୍ୟବହାର କରିଥାଉ। ଗୁଜୁରାତିକୁ କେହି କେହି ଖାଦ୍ୟକୁ ସୁଗନ୍ଧ  କରିବାକୁ ବ୍ୟବହାର କରୁଥିଲାବେଳେ କେହି କେହି ମୁଖ ଦୁର୍ଗନ୍ଧରୁ ରକ୍ଷପାଇବା ପାଇଁ ବ୍ୟବହାର କରନ୍ତି। ତେବେ ଗୁଜୁରାତିରେ ରହିଛି ବହୁ ରୋଗନାଶକାରୀ  ଗୁଣ। ଗୁଜୁରାତି ଖାଇବା ଦ୍ଵାରା ଆମକୁ ବହୁରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ସମସ୍ତେ ଜାଣିଛନ୍ତି କି ଆମ ପେଟ ସହ ଯୋଡି ହୋଇଥିବା ଲୋକଙ୍କ ପାଇଁ ଏହା କେତେ ଲାଭକାରୀ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଗୁଜୁରାତିର ଔଷଧୀୟ ଗୁଣ ବିଷୟରେ……..

୧)  ଗୁଜୁରାତି ଦ୍ୱାରା ସର୍ଦ୍ଦି, ଥଣ୍ତା ଜ୍ୱର ଆଦି ସହ ଆସ୍ତମା ଫୁସଫୁସ୍ ଭଳି ରୋଗକୁ ଦୂର କରିଥାଏ , ଆୟୁର୍ବେଦରେ ଗୁଜୁରାତି କୁ ତାସିର ଗରମ ମନାଯାଇଛି , ଏହା ଶରୀର ଭିତରେ ଗରମ ରଖିଥାଏ , ଏହାର ସେବନରେ କଫ ବାହାରକୁ ଆସିଯାଇଥାଏ , ଥଣ୍ତା ଓ ଜ୍ୱର ହେଲେ ଗୁଜୁରାତି ବହୁତ କାମକୁ ଆସିଥାଏ । ଓ ଏହା ଏକ ପ୍ରାକୃତିକ ଉପଚାର ଅଟେ , ଯଦି ଆପଣଙ୍କୁ ଥଣ୍ତା ହୋଇଯାଇଛି ତେବେ ଗରମ ପାଣିରେ କିଛି ଗୁଜୁରାତିର ତେଲ କିଛି ବୁନ୍ଦା ପକାଇ ପିଇଲେ ଆରାମ ମିଳିଥାଏ ।


୨) ଗୁଜୁରାତି ପେଟରେ ଗ୍ୟାସ ଓ ଏସିଡିଟିରୁ ମୁକ୍ତି ଦେଇଥାଏ , ଯଦି ଖାଦ୍ୟ ଖାଇବାର ପରେ ଏସିଡିଟି ହୁଏ , ତେବେ ଖାଦ୍ୟ ଖାଇ ସାରିବା ପରେ ଗୁଜୁରାତି ଖାଇବା ଉଚିତ।


୩) ଗୁଜୁରାତି ଚୋବାଇଲେ ତେଲ ବାହାରିଥାଏ , ଯାହା ଆପଣଙ୍କ ପେଟ ଭିତରେ ଥିବା ଗ୍ରନ୍ଥିକୁ ଉତ୍ତୋଜିତ କରନ୍ତି ଓ ଆପଣଙ୍କ ଶରୀରରେ ଏହି ତେଲ ଥଣ୍ତା କରିଥାଏ।
୪)ଭୋକ ଲାଗିବା ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ଭାବେ ଜଣା। ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ ଆପଣ ସବୁବେଳେ ଗୁଜୁରାତିକୁ ମୁହଁରେ ରଖନ୍ତୁ , ଆପଣଙ୍କୁ ବହୁତ ଜଲଦି ଭୋକ ଲାଗିବ।

ପଢନ୍ତୁ: ଗର୍ଭାବସ୍ଥାରେ କରନ୍ତୁ ଏହି କାମ ଆପଣଙ୍କର ପିଲା ଗୋରା ହୋଇ ଜନ୍ମ ହେବ

Related posts

ନିଜ ମନ ପସନ୍ଦ ଝିଅର ଫୋନନମ୍ବର ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହି ସବୁ ଟିପ୍ସ 

ENO Beuro

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

ENO Beuro

Leave a Comment