EnewsOdia.Com

ଶରୀରରୁ ଷ୍ଟୋନ୍ , ଅନିୟମିତ ଗର୍ଭାବସ୍ଥା ଏବଂ ହୃଦରୋଗରୁ ମୁକ୍ତ କରେ ଏହି ମଞ୍ଜିର ଚୂର୍ଣ୍ଣ

ଅମୃତଭଣ୍ଡା ନା କେବଳ ଖାଇବାକୁ ଭଲ ଲାଗିଥାଏ । ଏଥିରେ ଆମ ଶରୀରକୁ ମଧ୍ୟ ଖୁବ୍ ଲାଭ ମିଳିଥାଏ । କିନ୍ତୁ ଅମୃତଭଣ୍ଡା ଖାଇବା ପରେ ସମସ୍ତେ ଏହାର ମଞ୍ଜିକୁ ଫୋପାଡିବା ଭଳି ଭୁଲ୍ କରିବସନ୍ତି । ଯାହା କରିବା ଠିକ୍ ନୁହେଁ । ଆଜି ଆମେ ଆପଣଙ୍କୁ ଅମୃତଭଣ୍ଡାର ମଞ୍ଜି ବିଷୟରେ ଏଭଳି କିଛି କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଏହାର ମଞ୍ଜି ଫୋପାଡିବା ତ ଦୂରର କଥା କେବେ ଚିନ୍ତା ବି କରିବେନି ।

୧) ଅମୃତଭଣ୍ଡାର ମଞ୍ଜିରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥିରୁ କ୍ୟାନ୍ସର ଦୂର କରିବାର କିଛି ତତ୍ତ୍ୱ ମଧ୍ୟ ମିଳିଛି । ମଞ୍ଜିର ଶୁଖାଇ ଏହାର ଚୂର୍ଣ୍ଣକୁ ନିୟମିତ ପିଇଲେ କ୍ୟାନ୍ସର କିଛିମାତ୍ରାରେ କମ୍ ହେବ ।

୨) ଏହି ମଞ୍ଜିର ସରବତ ସାହାର୍ଯ୍ୟରେ ଆପଣ ଲିଭରରେ ଥିବା ଷ୍ଟୋନକୁ ବାହାର କରିବାରେ ସଫଳ ହୋଇପାରିବେ ଏବଂ ହୃଦରୋଗ ମଧ୍ୟ ଠିକ୍ ହୋଇପାରିବ । ଏହାଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ରୁପେ ହେବା ସହ କୌଣସି ରୋଗବ୍ୟାଧିର ମଧ୍ୟ ଚିନ୍ତା ନଥାଏ।

୩) ଅମୃତଭଣ୍ଡାର ମଞ୍ଜିକୁ ଶୁଖାଇ ଏହାର ଚୂର୍ଣ୍ଣ କରି ଦୁଇଚାମଚ ପାଣିରେ ଗୋଳି ପିଇଲେ ଅନିୟମିତ ଗର୍ଭବସ୍ଥାକୁ ଏଡାଇ ହେବ । ଏହା ସମ୍ପୁର୍ଣ୍ଣ ପ୍ରାକୃତିକ ହୋଇଥିବାରୁ ଏଥିରେ ଡାକ୍ତରଙ୍କ ପରାମର୍ଶର ମଧ୍ୟ ଆବଶ୍ୟକତା ନାହିଁ ।

୪) କେବଳ ଖାଇବାରେ ନୁହଁ ରୋଗବ୍ୟାଧି ପାଇଁ ମଧ୍ୟ ଅମୃତଭଣ୍ଡାର ମଞ୍ଜି ଖୁବ୍ ଲାଭକାରୀ । ଏହାର ମଞ୍ଜିକୁ ଚୂର୍ଣ୍ଣ କରି ଖାଇଲେ ପେଟରୁ କ୍ରୁମି ଦୂର ହୋଇଥାଏ ଏବଂ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ ।

୩) ଜ୍ୱର ହେଲେ ମଧ୍ୟ ଅମୃତଭଣ୍ଡା ମଞ୍ଜିରେ ଥିବା ଆଣ୍ଟି – ବ୍ୟାକ୍ଟେରିଆ ତତ୍ତ୍ୱ ଜ୍ୱରକୁ କମ୍ କରିବାରେ ସହାୟକ ହୁଏ । କେବଳ ଏତିକି ନୁହଁ ପୋଡିବା,ଶରୀରରେ ଜ୍ୱଳନ କିମ୍ବା କ୍ଷତି ହେଲେ ମଧ୍ୟ ଏହି ମଞ୍ଜିକୁ ବ୍ୟବହାର କରି ଆପଣ ଉପସମ ପାଇପାରିବେ ।

ପଢନ୍ତୁ: କାର୍ଯ୍ୟାଳୟରେ ଚାପ କମ୍ କରିବାର ସହଜ ଉପାୟ

ସମ୍ବନ୍ଧିତ ଖବର

ଆସନ୍ତୁ ଜାଣିବା ଶୀତଦିନେ ଅଣ୍ଡା ସେବନର ଫାଇଦା ସମ୍ପର୍କରେ

Ratnamani Maharana

ହ୍ୟାଙ୍ଗଓଭର ଉତାରିବା ଲାଗି ଆପଣାନ୍ତୁ ଏହି ଉପାୟ

Ratnamani Maharana

ମହିଳା ମାନେ ହାତରେ ଚୁଡି ପିନ୍ଧିବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

Ratnamani Maharana

ସୁନ୍ଦର ଓ ଘନ ଆଇବ୍ରୋ ଚାହୁଁଛନ୍ତି, ଆପଣାନ୍ତୁ ଏହି ୫ ଟିପ୍ସ

Ratnamani Maharana

ଶରୀର ପାଇଁ ଉପଯୋଗୀ ଧନିଆ ପତ୍ର ! ଜାଣନ୍ତୁ, କିପରି

Ratnamani Maharana

ନିଅନ୍ତୁ ଏହି ଛୋଟ ଛୋଟ ପଦକ୍ଷେପ, କେବେ ବି ଛିଡ଼ିବନି ସମ୍ପର୍କର ଡୋର

Ratnamani Maharana