LIFESTYLE

ଗୋ-ସେବା ଦିଏ ପୂଣ୍ୟ ଫଳ ଏହାର ଶାସ୍ତ୍ରମତ ସହ ବୈଜ୍ଞାନିକମତ ବିଷୟରେ ଜାଣନ୍ତୁ

Cows

ଅନାଦି କାଳରୁ ମାନବଜାତି ଗୋମାତା ସେବା କରି ନିଜର ଜୀବନକୁ ସୁଖ, ସମୃଦ୍ଧ, ନିରୋଗ, ଐଶ୍ବର୍ଜ୍ୟବାନ ଏବଂ ସୌଭାଗ୍ୟଶାଳୀ କରିଆସିଛି। ଗୋମାତା ସେବାର ମାହାତ୍ମ୍ୟ ଶାସ୍ତ୍ରରେ  ବର୍ଣନା କରାଯାଇଛି। ଆସନ୍ତୁ ଏବେ ଜାଣିବା ବିଜ୍ଞାନ ଦୃଷ୍ଟିରୁ ଗୋ-ସେବା କାହିଁକି କରିବା ଦରକାର, କଣ ପାଇଁ ଶାସ୍ତ୍ରରେ ଘରେ ଘରେ ଗାଈ ପାଳିବାକୁ କୁହାଯାଇଛି।

୧) ଗାଈ ଏକମାତ୍ର ପ୍ରାଣୀ ଯିଏ କି ଅମ୍ଳଜାନ ଗ୍ରହଣ କରିବା ସହିତ ଅମ୍ଳଜାନ ଛାଡିଥାଏ।

୨) ଗାଈ ମୁତରରେ ପୋଟାସିୟମ, ସୋଡିୟମ,ନାଇତ୍ରୋଜେନ, ଫସଫରସ,ୟୁରିଆ, ଏବଂ ୟୁରିକ ଏସିଡ ରହିଛି ଯାହା ପରିବେଶ ଉପଯୋଗୀ।

୩) ଗାଈ କ୍ଷୀର ଦେବା ସମୟରେ ଗାଈ ମୁତରରେ ଲାକ୍ଲୋଜ ବୃଦ୍ଧି କରିଥାଏ, ଯାହା ହୃଦରୋଗ ଦୂର କରିବାରେ ସହାୟକ ହୋଇଥାଏ।

୪) ଗାଈ କ୍ଷୀର ଶୁଦ୍ଧ ଓ ଶକ୍ତିଶାଳୀ। ଏହା ମହିଳାଙ୍କର ପ୍ରଦର ରୋଗ ଦୂର କରେ।

Images

୫) ଗାଈ ଗୋବର ଜଳିବା ଦ୍ଵାରା ମଶା, ମାଛି, କୀଟାଣୁ ସହିତ ଦୁର୍ଗନ୍ଧ ଦୂର ହୁଏ।

Download

୬) ସକାଳୁ ଖାଲି ପେଟରେ ଗୋ-ମୁତ୍ର ପିଇଲେ କ୍ୟାନ୍ସର ଦୂର ହୁଏ।

୭) ଗୋମାତାଙ୍କ ଶରୀରରୁ ବାହାରୁଥିବା ସାତ୍ଵିକ ତରଙ୍ଗ ବାଯୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରେ।

ପଢନ୍ତୁ: ଶ୍ରାବଣ ମାସରେ ଏହି ଉପାୟ ଦ୍ଵାରା ପ୍ରଭୁ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

Related posts

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ “କାକୁଡି”

ENO Beuro

ମାଦକଦ୍ରବ୍ୟ ଭାବେ ବ୍ୟବହୃତ ଭାଙ୍ଗ ବୃକ୍ଷରେ ମଧ୍ୟ ଲୁଚିରହିଛି ଅନେକ ଔଷଧୀୟ ଗୁଣ

ENO Beuro

ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ!

ENO Beuro

1 comment

Leave a Comment