LIFESTYLE

ଝିଅମାନେ ପୁଅମାନଙ୍କୁ କେଉଁ ୫ ଟି ଗୁଣ ଲୁଚାଇ ଥାଆନ୍ତି ଜାଣନ୍ତୁ

ଝିଅମାନଙ୍କର ଏମିତି ଅନେକ ଗୁଣ ଅଛି ଯାହା ଆପଣ ମାନେ ଜାଣି ନ ଥିବେ । ଏମିତିରେ ବି ଝିଅ ମାନଙ୍କ ଏମିତି ଅନେକ ଗୁଣ ଥାଏ, ଯାହାକୁ ସେମାନେ ଲୁଚାଇ ଥାଆନ୍ତି । ଏହି ଗୁଣ ଦ୍ୱାରା ପୁଅମାନେ ତାଙ୍କ ଆଡ଼କୁ ଆକର୍ଷିତ ହେଉଥିଲେ ମଧ୍ୟ ଝିଅମାନେ ସହଜରେ ସେହି ଗୁଣକୁ କାହା ସାମ୍ନାରେ ଦେଖାନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ୫ ଟି ଗୁଣକୁ ଝିଅ ମାନେ ଲୁଚାନ୍ତି ।

ଝିଅମାନଙ୍କ ଏହି ୫ ଟି ଗୁଣ ବିଷୟରେ ଜାଣନ୍ତୁ

ପୁଅମାନଙ୍କ ଅପେକ୍ଷା ଝିଅମାନେ ବହୁତ ରୋମାଣ୍ଟିକ ଥାଆନ୍ତି । ସବୁ ଝିଅଙ୍କ ମନରେ ରୋମାନ୍ସ କରିବାର ଇଛା ଥାଏ । କିନ୍ତୁ ସେମାନେ ଏ ବିଷୟରେ କାହା ସହ ଆଲୋଚନା ନ କରିବା ସହ କାହା ସାମ୍ନାରେ ଏ ଗୁଣକୁ ପରି ପ୍ରକାଶ କରନ୍ତି ନାହିଁ ।

ଝିଅମାନେ ପାର୍ଟିକୁ ଜୀବକୁ ବହୁତ ପସନ୍ଦ କରନ୍ତି । ସେମାନେ ସାଙ୍ଗ ସାଥିଙ୍କ ସହ ବୁଲିବାକୁ ପସନ୍ଦ କରନ୍ତି । କିନ୍ତ ପରିବାର ତରଫରୁ ଏ ସବୁ କରିବା ପାଇଁ ମନା କରାଯାଉଥିବାରୁ, ସେମାନେ ଏପରି କରିବା ପସନ୍ଦ କରନ୍ତି ନାହିଁ ବୋଲି ସମସ୍ତଙ୍କୁ କହି ଥାଆନ୍ତି ।

ସବୁ ଝିଅଙ୍କ ମଧ୍ୟରେ ଛୋଟ ଛୁଆମାନଙ୍କ ପାଇଁ ଭଲପାଇବା ରହିଥାଏ । କିନ୍ତୁ ସେମାନେ ଏହା କାହାକୁ ଦେଖାନ୍ତି ନାହିଁ । ତାଙ୍କର ଛୁଆମାନଙ୍କ ପ୍ରତି ଭଲ ପାଇବା ଦେଖି କେହି ତାଙ୍କୁ ଆଣ୍ଟି ଯେମିତି ନ କହୁ ସେଥିପାଇଁ ସେମାନେ ଏପରି କରିଥାଆନ୍ତି ।

ଝିଅମାନେ ନିଜର ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି । ନିଜର କେହି ତାରିଫ କରନ୍ତୁ ସେମାନେ ଚାହାନ୍ତି । ସେମାନେ ନିଜର ପ୍ରଶଂସା ଶୁଣିବା ସହ ଅନ୍ୟକୁ ପ୍ରଶଂସା କରିବାକୁ ମଧ୍ୟ ଚାହିଁ ଥାଆନ୍ତି ।

ପଇସା ବଞ୍ଚାଇବାର ଗୁଣ ସବୁ ଝିଅଙ୍କ ମଧ୍ୟରେ ଥାଏ । ନିଜ ପକେଟରୁ କମ ପଇସା ଖର୍ଚ୍ଚ କରୁଥିବା ବେଳେ ପ୍ରେମିକ ବା ସ୍ୱାମୀଙ୍କ ଟଙ୍କା ଖର୍ଚ୍ଚ କରିବାରେ ଝିଅମାନେ ଜମା ବି କୁଣ୍ଠାବୋଧ କରନ୍ତି ନାହିଁ ।

ପଢନ୍ତୁ ;

ବଡି ବିଲଡିଂ ବନେଇବା ପାଇଁ ଏହି ଖାଦ୍ୟ ଖାଆନ୍ତୁ

Related posts

ଖରାଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି କି ?ତେବେ କରନ୍ତୁ ବ୍ରଜାସନ

ENO Beuro

ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More