ଜାଣନ୍ତୁ ଘରୋଇ ଉପାୟରେ ରୋଷେଇଶାଳ ପାଇଁ କିଛି ଟିପ୍ସ

ରୋଷେଇ ଘରେ ଖାଦ୍ୟ ସାମଗ୍ରୀ ଭରପୁର ଥାଏ । ଖାଦ୍ୟକୁ ଠିକରେ କେମିତି ରଖିବେ ଏହା ପ୍ରାୟତ ସମସ୍ତଙ୍କ ଚିନ୍ତା ଥାଏ ।  ପିମ୍ପୁଡି , ଜନ୍ଦା , ଅସରପାଙ୍କ ଡୋରାତ୍ମ୍ୟରୁ ଖାଦ୍ୟଦ୍ରବ୍ୟକୁ ସୁରକ୍ଷିତ ରଖିବା ନିମନ୍ତେ କେତୋଟି ଘରୋଇ ଉପାୟ ପ୍ରୋୟାଗ କରିବା ଉପକାରୀ ।

ରୋଷେଇଶାଳ ଟିପ୍ସ :-

  • ରୋଷେଇ ଘର ଡବାରେ ମିଠା କିମ୍ବା ବିସ୍କୁଟ ଇତ୍ୟାଦି ରଖିଥିଲେ , ସେଥିରେ ପିମ୍ପୁଡି ଲାଗନ୍ତି । ସେଥିରୁ ରକ୍ଷା ପାଇବା ପାଇଁ ହେଲେ ସୋରିଷ ତେଲ ଡବା ମୁହଁରେ କିମ୍ବା ଚାରିପାଖରେ ଲଗାଇ ଦିଅନ୍ତୁ ।
  • ବେକିଂ ଷୋଡାରେ ଗୁଣ୍ଡ ଚିନି ମିଶାଇ ପିମ୍ପୁଡି ହେଉଥିବା ସ୍ଥାନରେ ପକାଇ ଦିଅନ୍ତୁ । କିଛି ସମୟ ପରେ ପିମ୍ପୁଡି ପଳେଇବେ ।
  •  ପିମ୍ପୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ କିରାସିନ ତେଲକୁ ସ୍ପ୍ରେ ଭଳି ବ୍ୟବହାର କରନ୍ତୁ ।
  • ଲବଙ୍ଗ ବାସ୍ନାରେ ପିମ୍ପୁଡି ଦୂରେଇ ଜାଆନ୍ତି । ଏଣୁ ଖାଦ୍ୟ ସାମଗ୍ରୀ ଡବାରେ ୨-୩ଟି ଲବଙ୍ଗ ରଖିଲେ ତାହା ନିଶ୍ଚିନ୍ତ କାମ କରେ ।
  • ପିମ୍ପୁଡି ହେଉଥିବା ସ୍ଥାନରେ ହଳଦୀ ଗୁଣ୍ଡ ପକେଇବା ଦ୍ଵାରା ପିମ୍ପୁଡି ଆଉ ହୁଅନ୍ତି ନାହିଁ ।
  •  ଖାଦ୍ୟ ରଖୁଥିବା ସ୍ଥାନରେ ଯଦି ପିମ୍ପୁଡି ହୁଅନ୍ତି ତେବେ ଲକ୍ଷ୍ମଣ ରେଖାରେ ଗାର ପକାଇ ଦିଅନ୍ତୁ । ଏହା ଦ୍ଵାରା ଆଉ ପିମ୍ପୁଡି ହେବେ ନାହିଁ ।

ପଢନ୍ତୁ ;

ବରୁଣଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିବେ ଏହି ହଟ ହେରୋଇନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More