ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଘରେ ପୂଜା ପାଠ ସମୟରେ ପାନ ବ୍ୟବହାର ହେଉଥିବାର ଆପଣ ଜାଣିଥିବେ। ଅନେକ ଲୋକ ପାନ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। କିନ୍ତୁ ପୂଜା ବେଳେ ପାନ କାହିଁକି ବ୍ୟବହାର ହୁଏ ଆପଣ ଜାଣିଛନ୍ତି କି? ଆମ ଜୀବନରେ ପାନର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି।
ଘରେ ପୂଜା ପାଠ ସମୟରେ ପାନ ବ୍ୟବହାର ହେଉଥିବାର ଆପଣ ଜାଣିଥିବେ। ଅନେକ ଲୋକ ପାନ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। କିନ୍ତୁ ପୂଜା ବେଳେ ପାନ କାହିଁକି ବ୍ୟବହାର ହୁଏ ଆପଣ ଜାଣିଛନ୍ତି କି? ଆମ ଜୀବନରେ ପାନର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ପାନପତ୍ର ଯଦି ଦେବୀ ଦେବତାଙ୍କୁ ସଠିକ ସମୟରେ ଅର୍ପଣ କରାଯାଏ ତାହାଲେ ଏହା ବହୁତ ଶୁଭ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ପାନର ବ୍ୟବହାର କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।
ଯଦି ଆପଣଙ୍କର କାରବାର ବା ବ୍ୟବସାୟରେ ସଠିକ ଫଳ ମିଳୁନାହିଁ ତାହାଲେ ଶନିବାର ଦିନ ଆପଣ ଅଶ୍ୱସ୍ଥ ପତ୍ର ଏବଂ ପାଞ୍ଚଟି ପାନ ପତ୍ର ନେଇ ଏକ ସୂତାରେ ବାନ୍ଧି ଆପଣଙ୍କ ଦୋକାନ ବା ଅଫିସ୍ରେ ପୂର୍ବ ଦିଗରେ ଟାଙ୍ଗି ଦିଅନ୍ତୁ। ପୁଣି ତା ପର ଶନିବାର ବାନ୍ଧିଥିବା ପାନ ପତ୍ରକୁ ପାଣିରେ ବିସର୍ଜନ କରିଦିଅନ୍ତୁ। ଏହି ଉପାୟ ଆପଣ ଶନିବାର ହିଁ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଧାର୍ମିକ ଗ୍ରନ୍ଥରେ ଶ୍ରୀଫଳ ସହ ପାନ ବହୁତ ଶୁଭ ବୋଲି ଧରାଯାଏ। ଯଦି ଆପଣଙ୍କ ଜୀବନରେ ସୁଖ ସମୃନ୍ଧି ଆସୁନାହିଁ। ତାହାଲେ ପୂଜାରେ ଆପଣ ପାନର ବ୍ୟବହାର କରନ୍ତୁ। ଏହାସହ ଆପଣ ଶନିବାର ଦିନ ହନୁମାନଙ୍କୁ ମିଠା ପାନ ଚଢ଼ାନ୍ତୁ। ଏହା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିଦେବ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।