Entertainment

୧୭ ବର୍ଷ ପରେ ସନ୍ନିଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ସନ୍ନି ଦେଓଲଙ୍କ ଫିଲ୍ମ ‘ଭେୟାଜୀ ସୁପରହିଟ’ର ଟ୍ରେଲର ରିଲିଜ ହୋଇ ସାରିଛି । ଏହି ଫିଲ୍ମରେ ସନ୍ନି କମେଡି ଆକ୍ସନରେ ନଜର ଆସିବେ । ଏହି ଫିଲ୍ମରେ ସନ୍ନି ୧୭ ବର୍ଷ ପରେ ଅମୀଷା ପଟେଲଙ୍କ ସହିତ ନଜର ଆସିବେ । ଦୁଇ ଜଣଙ୍କ ଯୋଡ଼ିକୁ ଦର୍ଶକ ଗଦର ଏକ ପ୍ରେମ କଥାରେ ଖୁବ ପ୍ରଶଂସା କରିଥିଲେ ।

Bhaiyaji-Superhit

ଫିଲ୍ମର କାହାଣୀ ହେଉଛି ଯେ ଏଥିରେ ସନ୍ନି ଦେଓଲ୍‌ ହେଉଛନ୍ତି ୟୁପିର ଜଣେ ଡନ୍‌। ତାଙ୍କ ନାଁ ଭୈୟାଜୀ। ତାଙ୍କ ପତ୍ନୀ ହେଉଛନ୍ତି ପ୍ରୀତି ଜିଣ୍ଟା। ଫିଲ୍ମରେ ସନ୍ନିଙ୍କୁ ଗୋଟିଏ ଫିଲ୍ମ ପାଇଁ କାଷ୍ଟ୍‌ କରାଯାଉଛି ଯେଉଁଟି ସେ ଅଭିନେତ୍ରୀ ଅମିଷା ପଟେଲ୍‌ଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ସେଥିପାଇଁ ସନ୍ନି ଓ ପ୍ରୀତିଙ୍କ ମଧ୍ୟରେ ଦୂରତା ଆସିଯାଉଛି। ଆଉ ତା’ପରେ ଏଣ୍ଟ୍ରି ହୁଏ ଭିଲିଆନ୍‌ର। ଯାହାର ନାଁ ହେଲିକ୍ୟାପ୍ଟର ଭୟା। କାହାଣୀରେ ଏକ ବଡ଼ ଟ୍ୱିଷ୍ଟ୍‌ ବି ଅଛି। ସନ୍ନି ଫିଲ୍ମରେ ଡବଲ ରୋଲ୍‌ରେ ନଜର ଆସିବେ।

ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନୀରଜ ପାଠକ। ଫିଲ୍ମଟି ନଭେମ୍ବର ୨୩ ତାରିଖରେ ରିଲିଜ୍‌ ହେବ।

ପଢନ୍ତୁ; ପୁଣି ଜାମିନ ଖାରଜ,ନିମାପଡ଼ା ଜେଲ ଗଲେ ଅଭିଜିତ

Related posts

ରିଲିଜ ହେଲା ଆକ୍ସନ୍‌-ରୋମାଣ୍ଟିକ ସିନେମା ‘ବାଗି-୨’ର ଟ୍ରେଲର୍‌

ENO Beuro

ମା’ ହେବେ ବେବୋ

ENO Beuro

ସର୍ବସମ୍ମୁଖରେ ଅନିଲ କପୁରଙ୍କୁ କ’ଣ ପାଇଁ କ୍ଷମା ମାଗିଲେ ଦୀପିକା ପାଦୁକୋନ ଜାଣନ୍ତୁ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More