Entertainment

ପ୍ରଥମ ଦିନରେ ବମ୍ପର ଓପନିଂ କଲା ‘ଭାରତ’

Mm

ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ ’ ବୁଧବାର ଇଦ୍‍ ଅବସରରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ନେଇ ସିନେପ୍ରେମୀ ଖୁବ୍‍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି। ଚଳଚ୍ଚିତ୍ର ପାଇଁ ପ୍ରବଳ ମାତ୍ରାରେ ଆଗୁଆ ଟିକେଟ ବୁକିଂ କରାଯାଇଥିବା ବେଳେ ଏହା ପ୍ରଥମ ଦିନରେ ଅନେକ ରେକର୍ଡ଼ ଭାଙ୍ଗିବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତପୋଷଣ କରିଛନ୍ତି। ମୁକ୍ତିଲାଭର ପ୍ରଥମ ଦିନରେ ‘ଭାରତ’ ୩୫-୪୦ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି।

ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ୍‌  ଦିଶା ପଟାନୀ    ମୁଖ୍ୟ ଭୂମିକାରେ ରହିଛନ୍ତି ।

K
bharat movie

ଏହା ସହ ତବୁ ଓ ଜ୍ୟାକି ସ୍ରଫ୍‌ ମଧ୍ୟ ନଜର ଆସିଛନ୍ତି । ଭାରତ ୨୦୧୪ରେ ନିର୍ମିତ ଦକ୍ଷିଣ କୋରିଆ ଫିଲ୍ମ ‘ଓଡ୍‌ ଟୁ ମାଇଁ ଫାଦର’  ଫିଲ୍ମର କାହାଣୀ ଆଧାରରେ ତିଆରି ହୋଇଛି । ଏଥିରେ ସଲମାନ ଖାନ୍‌ ମୁଖ୍ୟ ଚରିତ୍ର ଭାରତ ଭୂମିକାରେ ନଜର ଆସିଛନ୍ତି ।
ପଢନ୍ତୁ: ରିଲ ଲାଇଫ ‘ରାଧାକୃଷ୍ଣ’ ସୁମେଧ ଏବଂ ମଲ୍ଲିକା ଏବେ ରିୟଲ୍ ଲାଇଫରେ କରୁଛନ୍ତି ଡେଟ୍

Related posts

ରିଲିଜ୍‌ ହେଲା ଆଲିଆ ଭଟ୍ଟଙ୍କ ଅଭିନୀତ ‘ ରାଜି ‘ ର ଅଫିସିଆଲ ଟ୍ରେଲର

ENO Beuro

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋର ଟ୍ରେଲର୍

ENO Beuro

ଫେସ୍‌ବୁକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଅମିତାଭ !

ENO Beuro

Leave a Comment