Loading...

ଇସ୍ରାଏଲ ଓ ହମାସ ଯୁଦ୍ଧର କଣ ହେବ ପରିଣିତି: ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଇସ୍ରାଏଲ ଓ ହମାସ ଯୁଦ୍ଧର କଣ ହେବ ପରିଣିତି: ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଇସ୍ରାଏଲର ତେଲ ଅବିବ୍ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ।

ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଇସ୍ରାଏଲର ତେଲ ଅବିବ୍ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି । ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ତେଲ ଅବିବରେ ପହଞ୍ଚିଛନ୍ତି । ବାଇଡେନଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ଗାଜା ହସ୍ପିଟାଲରେ ଆକ୍ରମଣ ପାଇଁ ଜୋର୍ଡାନ୍ ଗସ୍ତ ବାତିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.