News

ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି

ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର୍‌ ଏସ୍‌ ସି ଜମିର୍‌ ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ଙ୍କୁ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି ଭାବେ  ନିଯୁକ୍ତି ଦେଇଛନ୍ତି। ପ୍ରଫେସର୍‌ ତ୍ରିପାଠୀ ଆଗାମୀ ପାଞ୍ଚ ବର୍ଷ ପାଇଁ ବିପିୟୁଟିର କୁଳପତି ଦାୟିତ୍ୱରେ ରହିବେ ।

ସମ୍ପ୍ରତି ଶ୍ରୀ ତ୍ରିପାଠୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ରୂପେ କାର୍ଯ୍ୟ କରିଛନ୍ତି। ଡିନ୍‌, ପ୍ରିନ୍‌ସିପାଲ୍‌ ଏବଂ କୁଳପତି ଭାବେ ତାଙ୍କର ୧୧ ବର୍ଷର ଅଭିଜ୍ଞତା ରହିଛି । ଶ୍ରୀ ତ୍ରିପାଠୀ ଦୀର୍ଘ ୩୨ ବର୍ଷ ଧରି ଶିକ୍ଷକତା କରିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ୬୧ଟି ପତ୍ରିକା ଓ ୬୨ଟି ରିସର୍ଚ୍ଚ ପେପର୍‌ ପ୍ରକାଶ ପାଇଛି । ଏଥିସହ ତାଙ୍କ ଅଧିନରେ ଗବେଷଣା କରି ୧୦ ଜଣ ଛାତ୍ର ସମ୍ବର୍ଦ୍ଧିତ ହୋଇଛନ୍ତି ।

ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି  ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି

ପଢନ୍ତୁ, ଆଦିବାସୀ ମେଳା ପାଇଁ ୫୭ବର୍ଷର ପରମ୍ପରା ବଦଳିବ, ମେଳା ପାଇଁ ନୂତନ ସ୍ଥାନ ଚୟନ ହେଲା

Related posts

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୨୧ତମ ଶ୍ରାଦ୍ଦବାର୍ଷିକୀ

ENO Beuro

ମୃତ୍ୟୁ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଫୁଟବଲ ଖେଳାଳି

ENO Beuro

ରେଳଧାରଣାରେ ଫାଟ ଥିଲେ ବାଜିବ ଆଲାର୍ମ, ସଙ୍କୋଚନ ଓ ପ୍ରସାରଣଜନିତ ଦୁର୍ଘଟଣାରୁ ମିଳିପାରିବ ରକ୍ଷା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More