EnewsOdia.Com

ବିଜେପିରେ ଯୋଗ ଦେଲେ ଜଙ୍ଗଲ ଦସ୍ୟୁ ବିରପ୍ପାନଙ୍କ ଝିଅ ବିଦ୍ୟାରାଣୀ

କୁଖ୍ୟାତ ଜଙ୍ଗଲ ଦସ୍ୟୁ ବିରପ୍ପାନଙ୍କ ଝିଅ ବିଦ୍ୟାରାଣୀ ଆଜି ଭାରତୀୟ ଜନତା ପାର୍ଟିରେ (ବିଜେପି)ରେ ଯୋଗ ଦେଇଛନ୍ତି । ତାମିଲ ନାଡୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ମୁରଲୀଧର ରାଓ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ହିଁ ବିଦ୍ୟାରାଣୀ ବିଜେପିରେ ଯୋଗ ଦେଇଛନ୍ତି ।

ନିଜ ପ୍ରତିକ୍ରିୟାରେ ବିଦ୍ୟାରଣୀ କହିଛନ୍ତି କି ଜାତି, ଧର୍ମ ନିର୍ବିଶେଷରେ ଗରିବଙ୍କ ସେବା ଉଦ୍ଦେଶ୍ୟରେ ହିଁ ସେ ରାଜନୀତିରେ ଯୋଗ ଦେଇଛନ୍ତି । ବିଦ୍ୟାରାଣୀଙ୍କ ବ୍ୟତୀତ ଅନ୍ୟ ୧୦୦୦ ଜଣ ବିଜେପିରେ ସାମିଲ ହୋଇଛନ୍ତି । କହିରଖିବା ଉଚିତ ହେବକି ବିରପ୍ପାନଙ୍କ ପତ୍ନୀ ମୃତ୍ୟୁଲକ୍ଷ୍ମୀ ବି ବର୍ତ୍ତମାନ ସମୟରେ ସମାଜ ସେବା କାର୍ଯ୍ୟରେ ଜଡିତ ଅଛନ୍ତି ।

ପଢନ୍ତୁ: ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

ସମ୍ବନ୍ଧିତ ଖବର

ମ୍ୟାଚ୍ ପୂର୍ବରୁ ମେଫେୟାର ହୋଟେଲରେ ମସ୍ତି ମୁଡରେ ଟିମ୍ ଇଣ୍ଡିଆ

Ratnamani Maharana

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ପାକିସ୍ତାନ ପାର୍ଲାମେଂଟରେ ଖୋଲିବ ବିୟୁଟି ପାର୍ଲର

Ratnamani Maharana

ଆଜି ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ

Ratnamani Maharana

ବିଜେପିରେ ମିଶିବାର ୩ ଘଣ୍ଟାରେ ରାଜ୍ୟସଭା ଟିକେଟ ପାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

Ratnamani Maharana

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

Ratnamani Maharana