Loading...

ଇଭିଏମରେ ସିଲ ପଦମପୁର ଭାଗ୍ୟ, ପଦମପୁର ପାଇବ ଦାବିଦାର

ଇଭିଏମରେ ସିଲ ପଦମପୁର ଭାଗ୍ୟ, ପଦମପୁର ପାଇବ ଦାବିଦାର

କିଏ ଜିତିଛି ପଦମପୁରବାସୀଙ୍କୁ ହୃଦୟ । କାହାକୁ ଭରସା କରିଛନ୍ତି ଭୋଟର । ଆସନ୍ତାକାଲି ଆସିବ ପଦମପୁର ରାୟ । ଇଭିଏମ କହିବ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ । କାଲି ଗଣତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି ।

କିଏ ଜିତିଛି ପଦମପୁରବାସୀଙ୍କୁ ହୃଦୟ । କାହାକୁ ଭରସା କରିଛନ୍ତି ଭୋଟର । ଆସନ୍ତାକାଲି ଆସିବ ପଦମପୁର ରାୟ । ଇଭିଏମ କହିବ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ । କାଲି ଗଣତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ୩୧୯ ଟି ବୁଥର ଇଭିଏମକୁ ସମୁଦାୟ ୨୩ରାଉଣ୍ଡରେ ଭାଗ କରାଯାଇଥିବା ବେଳେ ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ପଦମପୁରର ଆର.ଏମ.ସିରେ ଷ୍ଟ୍ରଙ୍ଗରୁମ କରାଯାଇଥିବା ବେଳେ ବରଗଡ ଜିଲ୍ଲାପାଳ ଓ ଏସପି କଡା ନଜର ରଖିଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.