POLITICALS

ଲାଭ ଜନକ ପଦରୁ ଇସ୍ତଫା ନଦେଇ ଫସିଲେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ

ଅନନ୍ତଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ନାମାଙ୍କନ ପତ୍ର ନାକଚ କରିବାଲାଗି ଏଡିଏମ୍‌ଙ୍କ ନିକଟରେ ଦାବି କରିଛି ବିଜେପି । ଆଜି ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବାର ଥିଲା। ଏଣୁ ଅଫିସ ଅଫ ପ୍ରପଟି କଥା ଉଠାଇ ଘେରିଥିଲେ ଅନନ୍ତଙ୍କୁ। ଋଟର୍ନିଙ୍ଗ ଅଫିସରଙ୍କ ସହ ଆଲୋଚନା ପରେ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ

ଅନନ୍ତ ବିଡିଏ ଅଧକ୍ଷ  ପଦରୁ ଏଯାଏ ଇସ୍ତଫା ଦେଇନାହାନ୍ତି ବୋଲି ସତ୍ୟପାଠରେ କଣ ପାଇଁ ଉଲ୍ଲେଖ ନାହି ବୋଲି ପ୍ରଶ୍ନ କରିଥିଲେ ବିଜେପି କର୍ମକର୍ତ୍ତା। ତେବେ ଏହି ପ୍ରଶ୍ନ ଉତ୍ତରରେ ଅନନ୍ତ କହିଛନ୍ତି କି, ସେ ବିଡିଏ ପଦରୁ ଇସ୍ତଫା ଦେଇସାରିଛନ୍ତି ବୋଲି କହିଛନ୍ତି ଅନନ୍ତ। ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହା ଗୃହିତ ହୋଇସାରିଛି। ବିଡିଏ ଅଧ୍ୟକ୍ଷ ପଦରୁ ସେ ୨ ଏପ୍ରିଲ୍ ୨୦୧୯ ରୁ ଇସ୍ତଫା ଦେଇସାରିଛନ୍ତି। ଏବଂ ଏପ୍ରିଲ୍ ୩, ୨୦୧୯ରେ ଏହା ଗୃହୀତ ହୋଇ ସରକାରୀ ବିଜ୍ଞପ୍ତି  ପ୍ରକାଶ ପାଇଛି।
ପଢନ୍ତୁ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କର ଆଜି ଓଡିଶା ଗସ୍ତ

Related posts

ଯୋଗ ଦିବସରେ ଟୁଇଟ କରି ଅଡୁଆରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି

Ratnamani Moharana

କେନ୍ଦ୍ରାପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

Ratnamani Moharana

ମହିଳା ଦୁଷ୍କର୍ମକାରୀଙ୍କ ସୁରକ୍ଷାକାରୀଙ୍କୁ ଟିକେଟ ଦେଉଛି ବିଜେଡି: ବିଜେପି

Ratnamani Moharana

Leave a Comment