POLITICALS

ମନ୍ତ୍ରୀପଦ ପାଇଁ ନବୀନ ନିବାସରେ ଭିଡ: କାହା ଉପରେ ସଦୟ ହେବେ ନବୀନ

Mm

 ମନ୍ତ୍ରୀମଣ୍ଡଳ  ପାଇଁ ଆରମ୍ଭ ହେଲା ଲବି । ନବୀନ ନିବାସରେ ଆଶାୟୀ ବିଜେଡି ନେତାଙ୍କ ଭିଡ । ୨୭ରେ ଶପଥ ଗ୍ରହଣ ହେବାକୁ ଥିବା ବେଳେ ସେଥିପାଇଁ ବହୁ ହେଭିୱେଟ୍ ନେତା ଏବଂ ପ୍ରଥମକରି ମନ୍ତ୍ରୀମଣ୍ଡଳରକୁ ଯିବାକୁ ଇଚ୍ଛା ରଖିଥିବା ନେତା ପ୍ରୟାସ ଆରମ୍ଭ କରିଛନ୍ତି । କାହାକୁ ମିଳିବ ମନ୍ତ୍ରୀପଦ, କେଉଁ ଅଞ୍ଚଳରୁ କିଏ ସାମିଲ ହେବେ- ସେ ସଂପର୍କରେ ନାନା କଳ୍ପନା ଜଳ୍ପନା ଚାଲିଛି। କ୍ୟାବିନେଟରେ କାହାକୁ ମିଳିବ ଗୁରୁ ଦାୟିତ୍ୱ, ଗତ ଥର ଯିଏ ମନ୍ତ୍ରୀ ପଦ ପାଇଥିଲେ, ସେମାନେ ଏଥର ରହିବେ କି ନାହିଁ, ୟାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ଯେଉଁମାନଙ୍କର ନାଁ ଅଧିକ ଚର୍ଚ୍ଚାରେ ରହିଛି ସେମାନେ ହେଲେ  ପୁରୀ ଜିଲ୍ଲାରୁ ସମୀର ଦାସ, ପ୍ରଦୀପ ମହାରଥୀ, ଖୋର୍ଦ୍ଧାରୁ ଅଶୋକ ପଣ୍ଡା ପୁଣି ଥରେ ମନ୍ତ୍ରୀମଣ୍ଡଳକୁ ଫେରିବା ଚର୍ଚ୍ଚା ହେଉଛି ।ସମ୍ଭାବ୍ୟ ତାଲିକାରେ ଯେଉଁ ବିଧାୟକ ଅଛନ୍ତି, ସେମାନେ ହେଲେ ରାଜେନ୍ଦ୍ର ଢୋଲକିଆ, ଭୂପିନ୍ଦର ସିଂ, ମନୋହର ରାନ୍ଧାରୀ, ପଦ୍ମନୀ ଦିଆନ୍ ,ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ଜଗନ୍ନାଥ ସାର୍କା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, କିଶୋର ମହାନ୍ତି, ନବ ଦାସ, ଶାରଦା ନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ, ବିକ୍ରମ କେଶରୀ ଆରୁଖ, ରୋହିତ ପୂଜାରୀ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ରସାରଥୀ ବେହେରା, ସୌମ୍ୟରଞ୍ଜନ ପଟ୍ଟନାୟକ, ଅରୁଣ ସାହୁ, ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ଅମର ଶତପଥୀ।

ପଢନ୍ତୁ: କଣ ରାଜନୀତିରୁ ସନ୍ୟାସ ନେବେ ନବଜୋତ୍ ସିଂହ ସିଦ୍ଧୁ!

Related posts

ବିଶ୍‌କେକ୍‌ ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦି

Ratnamani Moharana

ପ୍ରିୟଙ୍କାଙ୍କୁ ନିର୍ବାଚନ ଲଢ଼ିବା ଓ ରାଲିରେ ଭାଷଣ ଦେବା ମନା : କଂଗ୍ରେସ

Ratnamani Moharana

କାଶ୍ମୀରରେ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ ଅବଧି

Ratnamani Moharana

Leave a Comment