POLITICALS

ନବୀନଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ: କେନ୍ଦ୍ରରେ ବିଜେଡି ହେବ କିଙ୍ଗ ମେକର

nabeen pattanik

ନବୀନଙ୍କ ଦୃଢୋକ୍ତି ୨୧ ରୁ ୨୧ ଲୋକସଭା ସିଟ ଜିତିବ ବିଜେଡି…

ନିର୍ବାଚନକୁ ଆଉ ରହିଲା ଦିନ କେଇଟା। ପ୍ରାର୍ଥୀ ପତ୍ର  ଦାଖଲ ପରେ ଏବେ ସମୟ ନିର୍ବାଚନୀ ପ୍ରଚାରର। ଆଜିଠାରୁ ବିଜେଡି ଆରମ୍ଭ କରିଛି ନିର୍ବାଚନୀ ପ୍ରଚାର। ନବୀନ ବିଜେପି ଦଳ ଓ ସରକର ଉପରେ କରିଛନ୍ତି ପ୍ରଚଣ୍ଡ ପ୍ରହାର । ବିଜେପି ସରକାର ଉପରେ ହମଲା କରି ସେ କହିଛନ୍ତି ବିଜେପି କହିଥିଲା ଓଡିଶାକୁ ସ୍ଵତନ୍ତ୍ର ପାହ୍ୟା  ଦେବାଲାଗି କହିଥିଲା ମାତ୍ର କେନ୍ଦ୍ରରେ ସରକାର ଗଢିବା ପରେ ଭୁଲିଗଲା।

ଓଡିଶାରେ ବିଜେଡ଼ି ୨୧ ରୁ ୨୧ ଲୋକସଭା ସିଟ ଜିତିବ , ଓଡିଶାର ସବୁ ଏମପି  ଆସନ ଆମେ ପୋଛିଦବୁ। ଯଦି ଓଡିଶାବାସୀଙ୍କ ଆଶ୍ରିବାଦ ରହେ ତେବେ ବିଜେଡ଼ି ହେବ କିଙ୍ଗ ମେକର । ବେସ ଆତ୍ମବିଶ୍ଵାସର ସହ କହିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାର ଗଠନରେ ଓଡିଶା ପ୍ରମୁଖ ଭୂମିକା ତୁଲାଇବା ବୋଲି ଭବିଷ୍ୟବାଣୀ  କରିଛନ୍ତି ନବୀନ।

ପଢନ୍ତୁ: ଶତୃଘ୍ନଙ୍କ ଟିକଟ କଟିଲା ଏନଡିଏ: ନିଉଟନଙ୍କ ନିୟମ ଭଳି ଜବାବ ଦେବେ ଶତୃଘ୍ନ

Related posts

ଅପରାଜିତାଙ୍କ ଭାଷଣ ଭିଡିଓ ଭାଇରାଲ: ଶୃଙ୍ଖଳା,ଅନୁଶାସନର ପାଠ ପଢାଇଲେ

ENO Beuro

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାର ଶେଷ ଦିନ ଆଜି

Ratnamani Moharana

ଓଡିଶାର ବିକାଶରେ ବାଧା ଆଣୁଛି ବିଜେଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

Leave a Comment