POLITICALS

ଆଜିଠୁ ଆରମ୍ଭ ବିଜେଡିର”ଘରେ ଘରେ ବିଜେଡି କାର୍ଯ୍ୟକ୍ରମ”: ବିଜୁ ଜୟନ୍ତିରୁ ହେବ ଶୁଭାରମ୍ଭ

ghare ghare

  ଆଜି ନିର୍ବାଚନ ପ୍ରଚାରର  ଶୁଭାରମ୍ଭ କରିବ ବିଜେଡ଼ି…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ଆରମ୍ଭ ହେବ ବିଜେଡ଼ିର “ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ”। ମୁଣ୍ଡ ଉପରେ ନିର୍ବାଚନ। ପ୍ରତ୍ୟକ ଦଳର କିପରି ଭୋଟ ହାତେଇବେ ସେ ବିଷୟରେ ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ ଓ ନୂଆ ଯୋଜନା। ବିଭିନ୍ନ ଯୋଜନା ଭଳି ବିଜେଡ଼ି ଆଉ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଯାହାର ନାମ ରଖାଯାଇଛି “ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ”। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ୧୯ ବର୍ଷ କ୍ଷମତାରେ ରହିବାପରେ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ପାଇଁ ଏହି ଅଭଯାନ ଆରମ୍ଭ କରିବ ଦଳ। ମତାମତ ଦିଅନ୍ତୁ ଆପଣ, ପାଳନ କରନ୍ତି ନବୀନ– ଏହି ନାରା ନେଇ ବିଜେଡି ୫ ମାର୍ଚ୍ଚରୁ ଯିବ ଲୋକଙ୍କ ପାଖକୁ । ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ।

ତେବେ ବର୍ତମାନ ବିଜେଡ଼ିର ଏହି ଇସ୍ତାହାର  ଓ ବିଜେଡିର ନିର୍ବାଚନ ପ୍ରସ୍ତୁତି ଦଳ ପାଇଁ କେତେ ଉପଯୋଗୀ ସାବ୍ୟସ୍ତ ହେବ ତାହା ତ କେବଳ ନିର୍ବାଚନର ଫଳାଫଳ  ହିଁ କହି ପାରିବ। ତାହା ଏକ ଘୋଷଣାପତ୍ର ହୋଇରହିଯିବା ନା ବାସ୍ତବ ରୂପାୟନ ହେବ ତାହା ମଧ୍ୟ ଏକ ବଡ ପ୍ରଶ୍ନ ।
ପଢନ୍ତୁ: ୮ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

Related posts

ମସଜିଦ ଭାଙ୍ଗିଥିଲୁ, ମନ୍ଦିର କରିବୁ: ସ୍ୱାଧୀ ପ୍ରଜ୍ଞା

Ratnamani Moharana

ଜେଲରୁ ବାହାରିଲେ ଜୟନାରାୟଣ ମିଶ୍ର

ENO Beuro

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା

Ratnamani Moharana

Leave a Comment